ETV Bharat / state

ରାଇରଙ୍ଗପୁରରେ ନୂତନ ମୋଟରଯାନ ସଚେତନତା ଶୋଭାଯାତ୍ର

author img

By

Published : Sep 5, 2019, 6:26 PM IST

ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂତନ ମୋଟର ଯାନ ଆଇନକୁ ନେଇ ସାରା ଦେଶରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ ରାଇରଙ୍ଗପୁର ପୋଲିସ ଜନସାଧାରଣଙ୍କୁ ସଚେତନତା କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ନୂତନ ମୋଟରଯାନ ସଂଶୋଧନ ଆଇନ 2019 ଲାଗୁ ହେବାପରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଓ ଆଞ୍ଚଳିକ ପରିବହନର ମିଳିତ ଆନୁକୂଲ୍ୟରେ ଜନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I

ରାଇରଙ୍ଗପୁର ଆଦର୍ଶ ଥାନା ଓ ଆଞ୍ଚଳିକ ପରିବହନ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଏନସିସି, ଏନଏସଏସ ଓ ସ୍ବେଛାସେବୀ ଯୋଗ ଦେଇ ନୂତନ ମୋଟର ଯାନ ସଂଶୋଧନ ଆଇନ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିପାଇଁ ରାଇରଙ୍ଗପୁର ଆଦର୍ଶ ଥାନରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ I ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସଚେତନ କରିବା ସହ ଛାତ୍ରଛାତ୍ରୀ ସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ମୋଟର ଯାନ ଆଇନ ଖିଲାପକାରୀଙ୍କୁ ବିଭିନ୍ନ ଛକରେ ପୋଲିସ ଅଟକାଇ ଲିଫଲେଟ ପ୍ରଦାନ କରି ନିୟମ ପାଳନ କରିବାକୁ ଅନୁରୋଧ କରିବା ସହ ପରବର୍ତ୍ତୀ ସମୟରେ ନିୟମ ଖିଲାପ କଲେ ଚାଲାଣ କଟାଯିବା ନେଇ ଲୋକଙ୍କୁ ଚେତାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ନୂତନ ମୋଟରଯାନ ସଂଶୋଧନ ଆଇନ 2019 ଲାଗୁ ହେବାପରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଓ ଆଞ୍ଚଳିକ ପରିବହନ ର ମିଳିତ ଆନୁକୂଲ୍ୟରେ ଜନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ରାଇରଙ୍ଗପୁର ଆଦର୍ଶ ଥାନା ,ଆଞ୍ଚଳିକ ପରିବହନ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ NCC ,NSS ଓ ସ୍ଵେଚ୍ଛାସେବୀ ମାନେ ନୂତନ ମୋଟରଯାନ ସଂଶୋଧନ ଆଇନକୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ରାଇରଙ୍ଗପୁର ଆଦର୍ଶ ଥାନରୁ ରାଲିରେ ବାହାରି ସହର ପରିକ୍ରମା କରିଥିଲେ I ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସଚେତନ କରିବା ସହ ଛାତ୍ରଛାତ୍ରୀ ମାନେ ସଚେତନତାର ସ୍ଲୋଗାନ ଦେଇ ସହରରେ ବୁଲିଥିଲେ I ନୂତନ ମୋଟରଯାନ ଆଇନ ଖିଲାପକାରୀଙ୍କୁ ବିଭିନ୍ନ ଛକରେ ପୋଲିସ ଅଟକାଇ ଲିଫଲେଟ ପ୍ରଦାନ କରି ନିୟମ ପାଳନ କରିବାକୁ ଅନୁରୋଧ କରିବା ସହ ପରବର୍ତ୍ତୀ ସମୟରେ ନିୟମ ଖିଲାପକଲେ ଚାଲାଣ କଟାଯିବା ନେଇ ଲୋକଙ୍କୁ ପୋଲିସ ସୁଚାଇ ଦେଇଥିଲେ I
ବାଇଟ _ ବିଶ୍ବରଂଜନ ବେହେରା, ଏଆରଟିଅ, ରାଇରଙ୍ଗପୁର।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.