ETV Bharat / state

ବିଦ୍ୟୁତ ସଂଯୋଗ ଦାବିରେ ନେସ୍କୋ ଅଫିସ ସମ୍ମୁଖରେ ଧାରଣା

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପାଳସବଣି ଗାଁକୁ ବିଜୁଳି ଆଲୁଅ ପାଇଁ ନେସ୍କୋ ଅଫିସ ସମ୍ମୁଖରେ ଧାରଣା। ଅଧିକ ପଢନ୍ତୁ...

ବିଦ୍ୟୁତ ସଂଯୋଗ ଦାବିରେ ନେସ୍କୋ ଅଫିସ ସମ୍ମୁଖରେ ଧାରଣା
ବିଦ୍ୟୁତ ସଂଯୋଗ ଦାବିରେ ନେସ୍କୋ ଅଫିସ ସମ୍ମୁଖରେ ଧାରଣା
author img

By

Published : Dec 24, 2019, 7:23 PM IST

ବାରିପଦା: ବିଜୁଳି ଆଲୁଅ ପାଇଁ ନେସ୍କୋ ଅଫିସ ସମ୍ମୁଖରେ ଧାରଣା। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପାଳସବଣି ଗାଁକୁ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଁଞ୍ଚି ପାରିନାହିଁ । ଦୀର୍ଘ ଦିନରୁ ଗ୍ରାମବାସୀଙ୍କ ଦାବି ପରେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନ ଦେଇ ନଥିବାରୁ ଗ୍ରାମବାସୀ ମାନେ ବାରିପଦା ସ୍ଥିତ ନେସ୍କୋ ଅଫିସ ସମ୍ମଖରେ ଧାରଣାରେ ବସିଛନ୍ତି।

ବିଦ୍ୟୁତ ସଂଯୋଗ ଦାବିରେ ନେସ୍କୋ ଅଫିସ ସମ୍ମୁଖରେ ଧାରଣା

ଆଦିବାସୀଙ୍କ ପାଇଁ କାମ କରୁଥିବା ମାଶା ଆର୍ମି ସଙ୍ଗଠନ ଗ୍ରାମବାସୀଙ୍କ ସହ ଧାରଣାରେ ସାମିଲ ହୋଇଅଛି। ତେବେ ନେସ୍କୋ ଅଫିସର ଅଧିକ୍ଷଣ ଯନ୍ତ୍ରୀ ଖୁବ ଶୀଘ୍ର ପାଳସବଣି ଗାଁ ବିଦ୍ୟୁତ ସଂଯୋଗ କରାଯିବା ପାଇଁ ପ୍ରତ୍ରିଶୃତି ପରେ ଧାରଣାରୁ ଉଠିଥିଲେ ଗ୍ରାମବାସୀ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବିଜୁଳି ଆଲୁଅ ପାଇଁ ନେସ୍କୋ ଅଫିସ ସମ୍ମୁଖରେ ଧାରଣା। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପାଳସବଣି ଗାଁ କୁ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଁଚି ପାରିନାହିଁ । ଦୀର୍ଘ ଦିନରୁ ଗ୍ରାମବାସୀ ଙ୍କ ଦାବି ପରେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନ ଦେଇ ନଥିବାରୁ ଗ୍ରାମବାସୀ ମାନେ ବାରିପଦା ସ୍ଥିତ ନେସ୍କୋ ଅଫିସ ସମ୍ମଖରେ ଧାରଣା ରେ ବସିଛନ୍ତି। ଆଦିବାସୀ ଙ୍କ ପାଇଁ କାମ କରୁଥିବା ମାଶା ଆର୍ମି ସଂଗଠନ ଗ୍ରାମବାସୀ ଙ୍କ ସହ ଧାରଣା ରେ ସାମିଲ ହୋଇଅଛି। ତେବେ ନେସ୍କୋ ଅଫିସର ଅଧିକ୍ଷଣ ଯନ୍ତ୍ରୀ ଖୁବ ଶୀଘ୍ର ପାଳସବଣି ଗାଁ ବିଦ୍ୟୁତ ସଂଯୋଗ କରାଯିବା ପାଇଁ ପ୍ରତ୍ରିଶ୍ରୁତି ପରେ ଧାରଣା ରୁ ଉଠିଥିଲେ ଗ୍ରାମବାସୀ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.