ETV Bharat / state

ଗୋରୁ ବୋଝେଇ ପିକଅପ ଜବତ

ଚୋରା ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ବାଙ୍ଗିରିପୋଷି ପୋଲିସ । ଏନେଇ ଥାନାରେ କେସ ନମ୍ବର ୧୦୨ ରେ ଏକ ମାମଲା ରୁଜୁ କରାଯାଇଛି । ଉଦ୍ଧାର ବଳଦକୁ ବାଲେଶ୍ବର ସ୍ଥିତ ଗୋଶାଳାକୁ ପଠାଇ ଦେଇଛି ପୋଲିସ।

author img

By

Published : Sep 10, 2019, 11:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଚୋରା ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ଜିଲ୍ଲାର ବାଙ୍ଗିରିପୋଷି ପୋଲିସ । ତେବେ ପୋଲିସର ପାଟ୍ରୋଲିଂ ଟିମ ଏକ ପିକଅପ ଭ୍ୟାନରେ 11ଟି ବଳଦ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର କଲିକତା ଛକ ନିକଟରେ ଜବତ କରିଛି।

ଏ ବାବଦରେ ବାଙ୍ଗିରିପୋଷି ଥାନାରେ କେସ ନମ୍ବର ୧୦୨ ରେ ଏକ ମାମଲା ରୁଜୁ କରାଯାଇଛି । ଉଦ୍ଧାର ବଳଦକୁ ବାଲେଶ୍ବର ସ୍ଥିତ ଗୋ-ଶାଳାକୁ ପଠାଇ ଦେଇଛି ପୋଲିସ । ଏକ ଛୋଟ ପିକଅପ ଭ୍ୟାନ ଭିତରେ 11ଟି ବଳଦକୁ ଅତି ଅମାନୁଷିକ ଭାବରେ ବେକ ଏବଂ ଗୋଡ଼କୁ ବାନ୍ଧି ରଖା ଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ତେବେ ପ୍ରତ୍ୟେକ ଦିନ ଜାତୀୟ ରାଜପଥ ୪୯ ଓ୧୮ ଦେଇ ଛୋଟ ଓ ବଡ଼ ଗାଡ଼ିରେ ଗୋ ଚାଲାଣ ହେଉଥିବା ବେଳେ ଚୋରା ଗାଡି ଗୁଡିକ ପ୍ରାୟ ଦୁଇରୁ ତିନୋଟି ଥାନା ପାର କରି ପଶ୍ଚିମବଙ୍ଗ ଯାଇଥାନ୍ତି । ପୋଲିସର ନାକତଳେ ଏସବୁ ବେଆଇନ କାମ ହେଉଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଚୋରା ରେ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକଅପ କୁ ଜବଦ କରିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ପୋଲିସ। ବାଙ୍ଗିରିପୋଷି ପୋଲିସ ପେଟ୍ରୋଲିଂ ଟିମ ଏକ ପିକଅପ ଭେନ୍ ରେ ଏଗାର ଟି ବଳଦ ପଶ୍ଚିମବଙ୍ଗ କୁ ଚୋରା ଚାଲାଣ ହେଉଥିଲା ବେଳେ ,୪୯ ଜାତୀୟ ରାଜପଥ ର କଲିକତା ଛକ ନିକଟରେ ଜବଦ କରି ଛି । ଏ ବାବଦରେ ବାଙ୍ଗିରିପୋଷି ଥାନା ରେ କେଶ ନୋ ୧୦୨ ରେ ଏକ ମାମଲା ରୁଜୁ କରାଯାଇଛି।ଜବଦ ବଳଦ ଗୁଡିକୁ ବାଲେଶ୍ୱର ସ୍ଥିତ ଗୋ ଶାଳା କୁ ପଠେଇ ଦେଇଛି ପୋଲିସ।ଏକ ଛୋଟ ପିକଅପ ଭେନ୍ ଭିତରେ ଏଗାର ଟି ବଳଦ କୁ ଆତି ଅମାନୁଷିକ ଭାବରେ ବେକ ଏବଂ ଗୋଡ଼ କୁ ବାନ୍ଧି ରଖା ଯାଇଥିଲା।ତେବେ ପ୍ରତ୍ୟେକ ଦିନ ଜାତୀୟ ରାଜପଥ ୪୯ଓ୧୮ ଦେଇ ଛୋଟ ଓ ବଡ଼ ଗାଡ଼ିରେ ଗୋ ଚାଲାଣ ହେଉଥିଲାବେଳେ,ଚୋରା ଗାଡି ଗୁଡିକ ପ୍ରାୟ ଦୁଇ ଟି ରୁ ତିନୋଟି ଥାନା ପାର କରି ପଶ୍ଚିମବଙ୍ଗ ଯାଇଥାନ୍ତି। ।କିନ୍ତୁ ପୋଲିସ ଏ ସବୁ ଜାଣି ଚୁପ ରହିବାପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ନିର୍ଦେଶ କରୁଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.