ETV Bharat / state

ବାଙ୍ଗିରିପୋଷିରେ ପ୍ରଥମଥର ପାଇଁ ଆରମ୍ଭ ହେଲା ଧାନମଣ୍ଡି - ବାଙ୍ଗରିପୋଷିରେ ଧାନମଣ୍ଡିର ଶୁଭାରମ୍ଭ

ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକରେ ପ୍ରଥମ କରି ଆରମ୍ଭ ହେଲା ଧାନକିଣା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ.....

ବାଙ୍ଗରିପୋଷି ଧାନମଣ୍ଡିର ଶୁଭାରମ୍ଭ
ବାଙ୍ଗରିପୋଷି ଧାନମଣ୍ଡିର ଶୁଭାରମ୍ଭ
author img

By

Published : Dec 19, 2020, 6:44 AM IST

ବାରିପଦା: ଜିଲ୍ଲାର ବାଙ୍ଗିରିପୋଷି ବ୍ଲକର ଲ୍ୟାମ୍ପସରେ ଧାନକିଣା କାର୍ଯ୍ୟ ଆରମ୍ଭ ହୋଇଛି । ବାରିପଦା ଉପଜିଲ୍ଲାପାଳ ପି ଅନେଶ୍ଵ ରେଡ୍ଡୀ ଲ୍ୟାମ୍ପସରେ ଉପସ୍ଥିତ ରହି ଧାନକିଣା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିସହ ପ୍ରଥମ କରି ଏଠାରେ ଧାନମଣ୍ଡିର ଶୁଭାରମ୍ଭ କରାଯାଇଛି ।

ବାଙ୍ଗରିପୋଷି ଧାନମଣ୍ଡିର ଶୁଭାରମ୍ଭ
ତେବେ ଶୁକ୍ରବାର ବାଙ୍ଗିରିପୋଷି ବ୍ଲକରେ ପ୍ରଥମ କରି ଧାନମଣ୍ଡି ଆରମ୍ଭ କରାଯାଇଛି । ବାରିପଦା ଉପଜିଲ୍ଲାପାଳ ପି ଅନେଶ୍ଵ ରେଡ୍ଡି ବାଙ୍ଗିରିପୋଷି ଠାରେ ଫିତା କାଟି ଧାନମଣ୍ଡିର ଶୁଭାରମ୍ଭ କରିଛନ୍ତି । ତେବେ ଜିଲ୍ଲାରେ ମୋଟ ୫୨ ଟି ଲ୍ୟାମ୍ପସ ଅଧିନରେ ୯୮ଟି ଧାନମଣ୍ଡିରେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଛି । ବାଙ୍ଗିରିପୋଷି, ଶ୍ୟାମଖୁଣ୍ଟା, ଚମ୍ପାଝର, ରାଇରଙ୍ଗପୁର, ହଳଦିଆ, ଠାକୁର ମୁଣ୍ଡା, ବିଶି ପୁର, ପାଟବିଲ, ବିଶୋଇ, ଜଶିପୁର, ବଦଳଦା ଠାରେ ମଣ୍ଡି ଖୋଲି ଥିବାବେଳେ ପ୍ରର୍ଯ୍ୟାୟ କ୍ରମେ ଏହି ପ୍ରକ୍ରିୟା ଚାଲୁ ରହିବ । ଧାନ ବିକ୍ରି ପାଇଁ ଜିଲ୍ଲାରୁ ମୋଟ ୫୬ ହଜାର ୯୫୪ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.