ETV Bharat / state

ବନ୍ଦ ହେଲା ମୟୂରଭଞ୍ଜ ଜିଲ୍ଲାର କୋଭିଡ଼ ହସ୍ପିଟାଲ - କୋଭିଡ଼ ହସ୍ପିଟାଲ ବନ୍ଦ

ଶନିବାର ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକମାତ୍ର କୋଭିଡ଼ ହସ୍ପିଟାଲକୁ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି । ଅଧିକ ପଢନ୍ତୁ...

Only Covid hospital of Mayurbhanj district closed on Saturday
ବନ୍ଦ ହେଲା ମୟୂରଭଞ୍ଜ ଜିଲ୍ଲାର କୋଭିଡ଼ ହସ୍ପିଟାଲ
author img

By

Published : Jan 9, 2021, 7:32 PM IST

ବାରିପଦା: ଜିଲ୍ଲାରେ କୋରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାବେଳେ ଚଳିତ ବର୍ଷରେ ଜଣେ ହେଲେ କୋରୋନା ସଂକ୍ରମଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇନାହିଁ । ଏଣୁ ବାରିପଦା ନିକଟ ବାଙ୍କିଶୋଳରେ କିମସ କୋଭିଡ଼ ହସ୍ପିଟାଲକୁ ରାଜ୍ୟ ସରକାର ଶନିବାର ବନ୍ଦ କରିଦେଇଛନ୍ତି ।

ବନ୍ଦ ହେଲା ମୟୂରଭଞ୍ଜ ଜିଲ୍ଲାର କୋଭିଡ଼ ହସ୍ପିଟାଲ

ଜିଲ୍ଲାରେ କୋରୋନା ଲଢ଼େଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ସଂକ୍ରମଣ ଜିଲ୍ଲାରେ ହ୍ରାସ ପାଇଥିବାବେଳେ ଚଳିତ ବର୍ଷର ପ୍ରଥମ ଦିନରୁ ଏହି ହସ୍ପିଟାଲରେ ଜଣେ ହେଲେ ବି ନୂଆ କୋରୋନା ଆକ୍ରାନ୍ତ ଭର୍ତ୍ତି ହୋଇନାହାଁନ୍ତି । ଫଳରେ ଜିଲ୍ଲାର ଏକମାତ୍ର କୋଭିଡ଼ ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ।

ତେବେ ଯଦି ଆଗକୁ ଜିଲ୍ଲାରେ କେହି କୋରୋନା ସଂକ୍ରମଣ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ ହସ୍‌ପିଟାଲରେ ଥିବା ଆଇସୋଲେସନ୍ ୱାର୍ଡରେ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.