ETV Bharat / state

ବହୁଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣା: ଆଉଜଣେ ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକାଙ୍କ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗ୍ରାମର ରାଜେଶ କୁମାର ସାହୁ।

author img

By

Published : Dec 8, 2019, 2:10 PM IST

lecture sucide
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବହୁଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକାଙ୍କ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ପୋଲିସ ଆଉ ଏକ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗ୍ରାମର ରାଜେଶ କୁମାର ସାହୁ।

ଅଧ୍ୟାପିକାଙ୍କୁ ଫୋନ କରି ବାରମ୍ବାର ମାନସିକ ନିର୍ଯ୍ୟାତନା ଦେବା ସହିତ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୋଲିସ ତାଙ୍କୁ କେନ୍ଦୁଝରରୁ ଗିରଫ କରିଛି। ଏପଟେ ରବିବାର ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଜଣାଇଛନ୍ତି।

ଏହି ଘଟଣାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ଅନ୍ୟ ଦୁଇ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳକୁ ମଧ୍ୟ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁରର ବହୁ ଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହି ମାମଲାରେ ଥିବା ସମସ୍ତ ଅଭିଯୁକ୍ତକୁ ଗିରଫ କରିବାରେ ରାଇରଙ୍ଗପୁର ପୋଲିସ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବହୁଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ।ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟ ର ଦୁଷ୍କର୍ମ ପୀଡିତା ଅଧ୍ୟାପିକା ଙ୍କ ଆତ୍ମହତ୍ୟା ଘଟଣାରେ ରାଇରଙ୍ଗପୁର ପୋଲିସ ଆଉ ଏକ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗ୍ରାମର ରାଜେଶ କୁମାର ସାହୁ। ଅଧ୍ୟାପିକା ଙ୍କୁ ଫୋନ କରି ବାରମ୍ବାର ମାନସିକ ନିର୍ଯ୍ୟାତନା ଦେବା ସହିତ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ତାଙ୍କୁ କେନ୍ଦୁଝର ରୁ ଗିରଫ କରିଥିବା ଜଣାପଡିଛି। ଆଜି ରାଜେଶ କୁ କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ପରେ ଅନ୍ୟ ଦୁଇ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳ କୁ ମଧ୍ୟ ଗିରଫ କରି ରାଇରଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଥିଲେ। ତେବେ ରାଇରଙ୍ଗପୁର ର ବହୁ ଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହି ମାମଲାରେ ଥିବା ସମସ୍ତ ଅଭିଯୁକ୍ତକୁ ବାନ୍ଧିବାରେ ରାଇରଙ୍ଗପୁର ପୋଲିସ ପ୍ରଚେଷ୍ଟା ଜାରି ରଖିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.