ETV Bharat / state

ଟ୍ରକକୁ ପିଟିଲା ଟ୍ରକ୍, ଡ୍ରାଇଭର ମୃତ - ବାଙ୍ଗିରିପୋଷି ଡାକ୍ତରଖାନା

ମୟୂରଭଞ୍ଜର ମାଆ ଦ୍ଵାରଶୁଣିଙ୍କ ଘାଟିରେ ପୁଣି ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ଟ୍ରକକୁ ପିଟିଲା ଟ୍ରକ୍, ଟ୍ରାଇଭର ମୃତ
author img

By

Published : Aug 30, 2019, 9:37 AM IST

ମୟୂରଭଞ୍ଜ: ଜିଲ୍ଲାର ମାଆ ଦ୍ଵାରଶୁଣିଙ୍କ ଘାଟିରେ ପୁଣି ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏ ଦୁର୍ଘଟଣାରେ ଅନ୍ୟ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି ।

ଟ୍ରକକୁ ପିଟିଲା ଟ୍ରକ୍, ଟ୍ରାଇଭର ମୃତ

ଏକ ପିଆଜ ବୋଝେଇ ଟ୍ରକ ସହ ଆଉ ଏକ ଲୁହା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଡ୍ରାଇଭରଙ୍କୁ ବାଙ୍ଗିରୀପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଦୁର୍ଘଟଣା ପରେ ପ୍ରାୟ 4 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ରାସ୍ତା ବନ୍ଦ ରହିଥିଲା । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଘାଟିରେ ଗାଡି ଚଳାଚଳ ସ୍ବାଭାବିକ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ମା ଦ୍ଵାରଶୁଣି ଙ୍କ ଘାଟିରେ ପୁଣି ଦୁର୍ଘଟଣା । ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ରେ ଜଣେ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା 49 ନମ୍ବର ଜାତୀୟ ରାଜପଥ ର ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଦ୍ଵାରଶୁଣି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ ସହ ଲୁହା ଏଞ୍ଜେଲ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଡ୍ରାଇଭର ଗୁରୁତର ଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ପ୍ରାୟ 4 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରାସ୍ତା ବନ୍ଦ ରହିଥିଲା ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘାଟିରେ ଏବେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.