ETV Bharat / state

ପୁଣି ଅଲୋଡା ଶିଶୁକନ୍ୟା: ନବଜାତ ଜଙ୍ଗଲରୁ ଉଦ୍ଧାର

author img

By

Published : Oct 6, 2019, 10:24 PM IST

ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଉଦ୍ଧାର ହେଲା ତିନି ଚାରି ଦିନର ନବଜାତ ଶିଶୁ କନ୍ୟା। ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ରାଇରଙ୍ଗପୁର: ପୁଣି ଅଲୋଡା ପାଲଟିଲା ଶିଶୁ କନ୍ୟା । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଉଦ୍ଧାର ହେଲା ତିନି ଚାରି ଦିନର ନବଜାତ ।

ନବଜାତ ଶିଶୁ କନ୍ୟା ଜଙ୍ଗଲରୁ ଉଦ୍ଧାର

ରରୁଆଁ ଥାନା ସିଙ୍ଗଡା ଜଙ୍ଗଲ ନିକଟରେ। କେହି ମାଆ ନିଜର ତିନି ଚାରି ଦିନର ଶିଶୁ କନ୍ୟାକୁ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ସ୍ଥାନୀୟ ଲୋକ ଛୁଆର କାନ୍ଦ ଶୁଣି ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଶିଶୁକନ୍ୟା ଟିକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇଛି । ତେବେ ବର୍ତ୍ତମାନ ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ରହିଛି ।

ତେବେ କେଉଁଭଳି ପରିସ୍ଥିତିରେ ଜଣେ ମା' ନିଜର ତିନି ଚାରି ଦିନର ଶିଶୁ କନ୍ୟା ଜଙ୍ଗଲରେ ଫିଙ୍ଗି ଚାଲି ଯାଇଛି । କେମେତି ଏଭଳି କୁକାର୍ଯ୍ୟ କରିଥିବା ମା'ର ମନ ଓ ବିବେକ ବାଧା ଦେଲା ନାହିଁ, ମା'ର ହୃଦୟ କଣ ଏତେ ନିଷ୍ଠୁର, ବୋଲି ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ଏପରି ଘୃଣ୍ୟ କାମ କରିଥିବା ପିତାମାତାଙ୍କୁ ଖୋଜି ବାହାର କରି ଉଚିତ ଦଣ୍ତ ବିଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ପୁଣି ଅଲଡା ହେଲା ଶିଶୁ କନ୍ୟା, ମୟୁରଭଂଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଉଦ୍ଧାର ହେଲା ଏକ ତିନି ଚାରି ଦିନର ଶିଶୁ କନ୍ୟା , ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି
ରରୁଆଁ ଥାନା ସିଙ୍ଗଡା ଜଙ୍ଗଲ ନିକଟରେ। କେହି ମାଆ ନିଜର ତିନି ଚାରି ଦିନର ଶିଶୁ କନ୍ୟାକୁ ଜଙ୍ଗଲରେ ଅତି ନିର୍ଦ୍ଦୟ ଭାବେ ଫିଙ୍ଗି ଦେଇ ଚାଲି ଯାଇଥିବା ବେଳେ ସ୍ଥାନୀୟ ଲୋକ ଛୁଆର କାନ୍ଦଶୁଣି ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ତେବେ ଏପରି ଏକ ସମ୍ବେଦନଶୀଳ ଘଟଣାଟି ଜଣେ ମା ନିଜର ତିନି ଚାରି ଦିନର ଶିଶୁ କନ୍ୟା ଟିକୁ କେଉଁ ପରିସ୍ଥିତିରେ ଜଙ୍ଗଲରେ ଫିଙ୍ଗି ଚାଲି ଗଲା ତାହା ତଦନ୍ତ ସାପେକ୍ଷ । ସେହିପରି ଏହା ଏକ ଅବେଧ୍ୟ ସନ୍ତାନ ନାହିଁ ତ ? ଏପରି ବହୁ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଶିଶୁକନ୍ୟା ଟିକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇଛି। ତେବେ ବର୍ତ୍ତମାନ ଶିଶୁ ଟିର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ କିଏ କାହିଁକି କେଉଁ ପରିସ୍ଥିତି ରେ ପଡି ଏପରି ଘୃଣ୍ୟ କାମ କରିଛି ସେପରି ବାପା ମା ଙ୍କୁ ଖଜି ବାହାର କରି ଉଚିତ ଦଣ୍ତ ବିଧାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.