ETV Bharat / state

ଘରଡିହ ବିବାଦରୁ ହତ୍ୟାକାଣ୍ଡ - ରାଇରଙ୍ଗପୁର

ଜମି ବିବାଦକୁ ନେଇ ପୁତୁରା ଏକ ଖଣ୍ଡା ଦ୍ଵାରା ନିଜ ବଡ଼ ମାଆର ହତ୍ୟା କରିଛି । ତେବେ ଗୋରୁମହିଷାଣୀ ଥାନା ପୋଲିସ ରାଇମଣିଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର
author img

By

Published : Mar 17, 2019, 10:33 AM IST

ଖବରମୁତାବକ, ଜମିବାଡ଼ି ମାପକୁ ନେଇ ରାଜପୁତ କାଳନ୍ଦୀ ଓ ତାଙ୍କ କକା ପୁଅ ଭାଇ ଧ୍ରୁବ କାଳନ୍ଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଏନେଇ 2 ପରିବାର ମଧ୍ୟରେ ହାତାହାତି ହୋଇଥିଲେ । ଏଥିରେ ରାଗିଯାଇ ଧ୍ରୁବ ଏକ ଖଣ୍ଡା ଦ୍ଵାରା ନିଜ ବଡ଼ ମାଆଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ବଡମା' ରାଇମଣି କାଳନ୍ଦୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ରାଇମଣି କାଳନ୍ଦୀଙ୍କ ନାତି ଗୁରୁଦେବ କାଳନ୍ଦୀ ମଧ୍ୟ ଏକ ଖଣ୍ଡା ଦ୍ଵାରା ଧ୍ରୁବଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ତେବେ ଖବର ପାଇ ଘଟଣାସ୍ଥଳରେ ଗୋରୁମହିଷାଣୀ ପୋଲିସ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଏବଂ ଶାବଳକୁ ଜବତ କରିଥିଲା ଓ ଗୁରୁତର ଅବସ୍ଥାରେ ପଡିଥିବା ଧ୍ରୁବକୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲା । ଏଥିସହ ପୋଲିସ ରାଇମଣିଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:

Badaun: With Lok Sabha polls round the corner, problems are constantly increasing for Congress chief Rahul Gandhi. Now, a complaint has been registered against him at a CJM court in Badaun district of Uttar Pradesh for addressing JeM chief as Masood Azhar 'Ji'. The date of hearing in the case is March 23.

Along with his six colleagues, advocate Diwakar Sharma, a resident of Ujhani area in Badaun, has filed a complaint against Rahul in the CJM court. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.