ETV Bharat / state

ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

ଗତକାଲି(ମଙ୍ଗଳବାର) ରାତିରେ ଯୋକାରେ ହେଉଥିବା ରାବଣପୋଡି ଦେଖିବାକୁ ଯାଇ ଘରକୁ ଫେରିନଥିଲେ ସୁନାରାମ।

author img

By

Published : Oct 9, 2019, 2:17 PM IST

ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

ବାରିପଦା: ଜିଲ୍ଲା ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ଜଣେ ବ୍ୟକ୍ତିର ରକ୍ତାକ୍ତ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ସେହି ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି ।

ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

ସୁନାରାମ ଗତକାଲି(ମଙ୍ଗଳବାର) ରାତିରେ ଯୋକାରେ ହେଉଥିବା ରାବଣପୋଡି ଦେଖିବାକୁ ଯାଇ ଘରକୁ ଫେରିନଥିଲେ । ଆଉ ଆଜି(ବୁଧବାର) ସୁନାରାମଙ୍କ ରକ୍ତାକ୍ତ ମୃତଦେହ ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ କେହି ଦୁର୍ବୁର୍ତ୍ତ ସୁନାରାମଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି ।

ଖବର ପାଇ ଘଟଣାସ୍ଥଳରେ ଝାର ପୋଖରିଆ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ସୁନାରାମଙ୍କ ପରିବାର ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ଜଣେ ବ୍ୟକ୍ତି ର ରକ୍ତାକ୍ତ ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ ହେଲେ ସେହି ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି । ସୁନାରାମ ଗତକାଲି ରାତିରେ ଯୋକା ରେ ହେଉଥିବା ରାବଣପୋଡି ଦେଖିବାକୁ ଯାଇ ଘରକୁ ଫେରିନଥିଲେ। ଆଜି ସୁନାରାମ ଙ୍କ ରକ୍ତାକ୍ତ ମୃତଦେହ ରାସ୍ତାଉପରେ ପଡିଥିବା ଦେଖିବାକୁ ମିଳିଥିଲା । କେହି ଦୁର୍ବୁର୍ତ୍ତ ସୁନାରାମ କୁ ପଥର ରେ ଛେଚି ହତ୍ୟାକରିଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଝାର ପୋଖରିଆ ପୋଲିସ ପହଞ୍ଚି ମୃତ ଦେହ ଜବତ କରିଥିବା ବେଳେ ସାଇଣ୍ଟିକ ଟିମ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ସୁନାରାମ ଙ୍କ ପରିବାର ଲୋକେ ପହଞ୍ଚି ତଦନ୍ତ କରି ହତ୍ୟାକାରୀ କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.