ETV Bharat / state

ମୟୂରଭଞ୍ଜରେ ଭୂକମ୍ପ ଝଟ୍‌କା - ମୟୂରଭଞ୍ଜ

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 20, 2019, 8:02 AM IST

Updated : Apr 20, 2019, 3:43 PM IST

2019-04-20 07:52:00

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର:  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଭୂକମ୍ପ ଝଟ୍‌କା । ସହରରେ ସକାଳ 6.15ରୁ 6.20 ମଧ୍ୟରେ ମୃଦ୍ୟୁ ଭୂକମ୍ପ ହୋଇଥିବା ସୂଚନା ରହିଛି । ଭୂକମ୍ପ ଝଟ୍‌କା 2ରୁ 3 ସେକେଣ୍ଡ୍‌ ପାଇଁ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି । ଅନ୍ୟପଟେ ରାଇରଙ୍ଗପୁରବାସୀ କିଛି ସମୟ ପାଇଁ ଭୟଭୀତ ହୋଇପଡିଥିଲେ । 

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

2019-04-20 07:52:00

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର:  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଭୂକମ୍ପ ଝଟ୍‌କା । ସହରରେ ସକାଳ 6.15ରୁ 6.20 ମଧ୍ୟରେ ମୃଦ୍ୟୁ ଭୂକମ୍ପ ହୋଇଥିବା ସୂଚନା ରହିଛି । ଭୂକମ୍ପ ଝଟ୍‌କା 2ରୁ 3 ସେକେଣ୍ଡ୍‌ ପାଇଁ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି । ଅନ୍ୟପଟେ ରାଇରଙ୍ଗପୁରବାସୀ କିଛି ସମୟ ପାଇଁ ଭୟଭୀତ ହୋଇପଡିଥିଲେ । 

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Slug- ଆଜି ଦଳୀୟ ପାର୍ଥିଙ୍କ ପାଇଁ ଖୋର୍ଦ୍ଧାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

Format- AVB

Place- khurda,18.4.19

Visual - MOJO

ଆଙ୍କର : ତୃତୀୟ ପର୍ଯାୟ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ରହିଥିବା ବେଳେ ପ୍ରଚାର ଜୋରଦାର ହେଉଛି । ସେହିପରି ଆଜି ବେଗୁନିଆ, ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପାର୍ଥିମାନଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩ଟା ୫୦ ମିନିଟ ସମୟରେ ବେଗୁନିଆ ମିନି ଷ୍ଟାଡିଅମରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ବସ ଯୋଗେ ବେଗୁନିଆ,ଖୋର୍ଦ୍ଧା ଓ ଜଟଣୀ ସହରରେ ଦଳୀୟ ପାର୍ଥି ମାନଙ୍କ ସହ ରୋଡ ସୋ କରିବେ । ସେଥିପାଇଁ ଜିଲା ପୋଲିସ ପକ୍ଷରୁ ଆଠ ପ୍ଲାଟୁର୍ନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଯେପରି ଜନସାଧାରଣ ଜାତାୟତରେ କୌଣସି ଅସୁବିଧା ନହେବ ସେଥିପ୍ରତି ପୋଲିସ ପ୍ରଶାସନ ସଜାଗ ଥିବା ଆମକୁ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ।

ବାଇଟ -ସୁଶୀଲ କୁମାର ମିଶ୍ର ,ଏସଡ଼ିପିଓ ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
Last Updated : Apr 20, 2019, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.