ETV Bharat / state

ସାମ୍ବାଦିକ ପ୍ରବୀର ପ୍ରଧାନଙ୍କୁ ମୟୂରଭଞ୍ଜ ସାମ୍ବାଦିକଙ୍କ ଅଶ୍ୁଳ ଶ୍ରଦ୍ଧାଞ୍ଜଳି

author img

By

Published : Nov 8, 2020, 3:13 AM IST

ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା କୋରୋନା ଯୋଦ୍ଧା ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କୁ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ଅଶ୍ରୁଳ ଶଦ୍ଧାଞ୍ଜଳି ଅର୍ପଣ । ଅଧିକ ପଢନ୍ତୁ...

Mayurbhanj journalists pays tribute to journalist Prabir Pradhan's demise
ସାମ୍ବାଦିକ ପ୍ରବୀର ପ୍ରଧାନଙ୍କୁ ମୟୂରଭଞ୍ଜ ସାମ୍ବାଦିକଙ୍କ ଅଶ୍ୁଳ ଶ୍ରଦ୍ଧାଞ୍ଜଳି

ମୟୁରଭଞ୍ଜ: ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା କୋରୋନା ଯୋଦ୍ଧା ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କୁ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ଅଶ୍ରୁଳ ଶଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶନିବାର ସନ୍ଧ୍ୟାରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଜିଲ୍ଲାର ଉଭୟ ପ୍ରିଣ୍ଟ୍ ଏବଂ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ପ୍ରବୀରଙ୍କ ବିୟୋଗରେ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ସହ, କୋଭିଡ ଯୋଦ୍ଧା ଭାବେ ମରଣୋତ୍ତର ସମ୍ମାନ ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.