ETV Bharat / state

ବାରିପଦା ଛଉ ପଡ଼ିଆରେ ଗଣବିବାହ ଅନୁଷ୍ଠିତ - mayurbhanj latest news

ବାରିପଦା ଛଉ ପଡ଼ିଆରେ ତ୍ରିବେଣୀ ଯୁବ କଲ୍ୟାଣ ସଂଗଠନ ପକ୍ଷରୁ ୧୧ଯୋଡ଼ା ବରକନ୍ୟାକୁ ନେଇ ଛଉ ପଡିଆରେ ଗଣବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

mass marriage programmme held at baripada of mayurbhanj
ବାରିପଦା ଛଉ ପଡ଼ିଆରେ ଗଣବିବାହ
author img

By

Published : Jan 24, 2020, 2:30 PM IST

Updated : Jan 24, 2020, 2:44 PM IST

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଛଉ ପଡ଼ିଆରେ ଗଣବିବାହ । ତ୍ରିବେଣୀ ଯୁବ କଲ୍ୟାଣ ସଂଗଠନ ପକ୍ଷରୁ ୧୧ଯୋଡ଼ା ବରକନ୍ୟାକୁ ନେଇ ଛଉ ପଡିଆରେ ଗଣବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବାରିପଦା ଛଉ ପଡ଼ିଆରେ ଗଣବିବାହ

ତ୍ରିବେଣୀ ଯୁବ କଲ୍ୟାଣ ସଙ୍ଗଠନ ତରଫରୁ ବାରିପଦା ଛଉପଡିଆ ଠାରେ ଗଣବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଗଣବିବାହ କାର୍ଯ୍ୟକ୍ରମରେ ଗରିବ ତଥା ଅସହାୟ ଜନସାଧାରଣଙ୍କର ସହାୟତା ନିମନ୍ତେ ଏଗାର ଯୋଡା ସାମାଜିକ ଓ ଆର୍ଥିକ ଅନଗ୍ରସର ଵର୍ଗର ବର ଓ କନ୍ୟାର ବିବାହ ସଙ୍ଗଠନ ତରଫରୁ ବିନା ମୂଲ୍ୟରେ ସମ୍ପନ୍ନ କରାଯାଇଥିଲା ।ତେବେ ଏହି ଅନୁଷ୍ଠାନ ତରଫରୁ ଏଯାବତ୍ ଓଡିଶା,ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୧୧୩୯ ଯୋଡ଼ା ବରକନ୍ୟାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଏଠାରେ ସମସ୍ତ ବରକନ୍ୟାମାନଙ୍କ ପାଇଁ ଅଲଗା ଅଲଗା ବେଦି ପ୍ରସ୍ତୁତ କରାଯାଇଥିଲା ।

ସମସ୍ତ ଏଗାର ଯୋଡା ବରକନ୍ୟା ହିନ୍ଦୁଧର୍ମର ହୋଇଥିବାରୁ ହିନ୍ଦୁଧର୍ମ ନିତି ନିୟମ ଅନୁସାରେ ବ୍ରାହ୍ମଣ ପୁରୋହିତଙ୍କ ମାଧ୍ୟମରେ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା । ବିବାହ ଅନୁଷ୍ଠିତ ହେବାପୂର୍ବରୁ ମଣ୍ଡପରେ ବିଶିଷ୍ଟ ଅତିଥିମାନଙ୍କ ସହ ବରକନ୍ୟାଙ୍କ ଉପସ୍ଥିତିରେ ଜନସାଧାରଣଙ୍କୁ ନେଇ ଏକ ଆଶୀର୍ବାଦ ଦିଆଯାଇଥିଲା ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ତ୍ରିବେଣୀ ଯୁବ କଲ୍ୟାଣ ସଂଗଠନ ପକ୍ଷରୁ ୧୧ଯୋଡ଼ା ବରକନ୍ୟା କୁ ନେଇ ବାରିପଦା ଛଉପଡିଆ ଠାରେ ଗଣବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି Body:ତ୍ରିବେଣୀ ଯୁବ କଲ୍ୟାଣ ସଙ୍ଗଠନ ତରଫରୁ ବାରିପଦା ଛଉପଡିଆ ଠାରେ ଗଣବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଗଣବିବାହ କାର୍ଯ୍ୟକ୍ରମରେ ଗରିବ ତଥା ଅସହାୟ ଜନସାଧାରଣଙ୍କର ସହାୟତା ନିମନ୍ତେ ଏଗାର ଯୋଡା ସାମାଜିକ ଓ ଆର୍ଥିକ ଅନଗ୍ରସର ଵର୍ଗର ବର ଓ କନ୍ୟାର ବିବାହ ସଙ୍ଗଠନ ତରଫରୁ ବିନା ମୂଲ୍ୟରେ ସମ୍ପନ୍ନ କରାଯାଇଥିଲା ।ତେବେ ଏହି ଅନୁଷ୍ଠାନ ତରଫରୁ ଏଯାବତ୍ ଓଡିଶା,ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ର ୧୧୩୯ ଯୋଡ଼ା ବରକନ୍ୟାଙ୍କ ବିବାହକାର୍ଯ୍ୟ ସମ୍ପନ୍ନ କରିସାରିଛି। ଏଠାରେ ସମସ୍ତ ବରକନ୍ୟାମାନଙ୍କ ପାଇଁ ଅଲଗା ଅଲଗା ବେଦି ପ୍ରସ୍ତୁତ କରାଯାଇଥିଲା । ସମସ୍ତ ଏଗାରଯୋଡା ବରକନ୍ୟା ହିନ୍ଦୁଧର୍ମର ହୋଇଥିବାରୁ ହିନ୍ଦୁବିଧି ମତେ ବ୍ରାହ୍ମଣ ପୁରୋହିତଙ୍କ ମାଧ୍ୟମରେ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା । Conclusion:ବିବାହ ଅନୁଷ୍ଠିତ ହେବାପୂର୍ବରୁ ମଣ୍ଡପରେ ବିଶିଷ୍ଟ ଅତିଥିମାନଙ୍କ ସହ ବରକନ୍ୟାଙ୍କ ଉପସ୍ଥିତିରେ ଜନସାଧାରଣଙ୍କୁ ନେଇ ଏକ ଆଶୀର୍ବାଦ ଦିଆଯାଇଥିଲା ।
Last Updated : Jan 24, 2020, 2:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.