ETV Bharat / state

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣା; ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ବିଶୋଇ ପୋଲିସ।

author img

By

Published : Dec 9, 2019, 10:02 PM IST

black magic story rairangpur
ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣା; ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ବିଶୋଇ ପୋଲିସ। ପୋଲିସ ଅଭିଯୁକ୍ତ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଅଫୁଟା ଗୁଳି ଜବତ କରିବା ସହ ଘଟଣାସ୍ଥଳରୁ ଏକ ଫୁଟା ଗୁଳି ଜବତ କରିଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତ ଜଣକ ବିଶୋଇ ଥାନା ବୋବେଇଜୋଡା ଗ୍ରାମର ରୁପାଇ ହାଁସଦା ବୋଲି ଜଣାପଡିଛି । ଅନ୍ୟ ପଟେ ଗୁଳି ବାଜିଥିବା ତଲକବାଦି ଗ୍ରାମର ମାଇନୋ ହେମ୍ବ୍ରମ ବାରିପଦା ପିଆରଏମରେ ଚିକିତ୍ସିତ ହେଉଛନ୍ତି ।

ସୂଚନାନୁଯାୟୀ, ଅଭିଯୁକ୍ତ ରୁପାଇ ହାଁସଦାଙ୍କର ୧୫ ବର୍ଷୀୟ ଭଣଜାର ଗତବର୍ଷ ଦେହ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ଭଣଜାଙ୍କୁ ଡାହାଣୀ ଖାଇଥିବା ସନ୍ଦେହ କରି ଭଣଜାର ଖୁଡିକୁ ଅଭିଯୁକ୍ତ ଗୁଳିମାଡ କରିଥିଲେ। ଶନିବାର ବିଳମ୍ବିତ ରାତିରେ ମାଇନୋ ହେମ୍ବ୍ରମ ନିଜ ସ୍ବାମୀ ଓ ଛୁଆ ମାନଙ୍କ ସହିତ ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ତାଙ୍କ ଗୁହାଳ ଘରେ ପଶି ମାଇନୋଙ୍କ ଉପରେ ଗୁଳିମାଡ଼ କରିଥିଲେ । କିନ୍ତୁ ଲକ୍ଷ୍ୟଭ୍ରଷ୍ଟ ହେବାରୁ ଗୁଳିଟି ମୁଣ୍ଡକୁ ଛୁଇଁ ବାହାରି ଯାଇଥିଲା । ଗୁଳିମାଡ ପରେ ମାଇନୋଙ୍କୁ ବିଶୋଇ ମେଡିକାଲ ଓ ପରେ ବାରିପଦା ପିଆରଏମକୁ ସ୍ଥାନାନ୍ତରିତ କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଡାହାଣୀ ସନ୍ଦେହ ରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ବିଶୋଇ ପୋଲିସ। ପୋଲିସ ଅଭିଯୁକ୍ତ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିବା ସହ ଘଟଣାସ୍ଥଳରୁ ଏକ ଫୁଟା ଗୁଳି ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିଶୋଇ ଥାନା ବୋବେଇଜୋଡା ଗ୍ରାମର ରୁପାଇ ହାଁସଦା। ଅନ୍ୟ ପଟେ ଗୁଳି ବାଜିଥିବା ତଲକବାଦି ଗ୍ରାମର ମାଇନୋ ହେମ୍ବ୍ରମ ନାମ୍ନୀ ମହିଳା ଜଣକ ବାରିପଦା ପିଆରଏମ ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ଅନୁଯାୟୀ ଅଭିଯୁକ୍ତ ରୁପାଇ ହାଁସଦା ଙ୍କ ର ୧୫ ବର୍ଷୀୟ ଭଣଜାର ଗତବର୍ଷ ଦେହ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ଭଣଜା ଙ୍କୁ ଡାହାଣୀ ଖାଇଥିବା ସନ୍ଦେହ କରି ଭଣଜାର ଖୁଡିକୁ ଅଭିଯୁକ୍ତ ଗୁଳିମାଡ କରିଥିଲେ। ଶନିବାର ବିଳମ୍ବିତ ରାତିରେ ମାଇନୋ ହେମ୍ବ୍ରମ ନିଜ ସ୍ବାମୀ ଓ ଛୁଆ ମାନଙ୍କ ସହିତ ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ତାଙ୍କ ଗୁହାଳ ଘରେ ପଶି ମାଇନୋ ଙ୍କ ଉପରେ ଗୁଳିମାଡ଼ କରିଥିଲେ କିନ୍ତୁ ଲକ୍ଷ୍ୟଭ୍ରଷ୍ଟ ହେବାରୁ ଗୁଳିଟି ମୁଣ୍ଡ କୁ ଛୁଇଁ ବାହାରି ଯାଇଥିଲା। ଗୁଳିମାଡ ପରେ ମାଇନୋ ଙ୍କୁ ବିଶୋଇ ମେଡିକାଲ ଓ ପରେ ବାରିପଦା ପିଆରଏମ କୁ ପଠେଇ ଦିଆଯାଇଥିଲା।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.