ETV Bharat / state

ମୟୁରଭଞ୍ଜରେ ଲୋକକଳା ଦିବସ ପାଳିତ

ଗତ ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ଲୋକକଳା ଦିବସ ପାଳିତ ହୋଇଯାଇଛି ।

author img

By

Published : Jun 15, 2019, 5:55 AM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ମୟୁରଭଞ୍ଜ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ଲୋକକଳା ଦିବସ ପାଳିତ ହୋଇଯାଇଛି। ବାରିପଦା ସ୍ଥିତ ସଦଭାବନା ସଭାଗୃହରେ ଏହି ପ୍ରଥମ ଲୋକକଳା ଦିବସ ପାଳିତ ହୋଇଛି। ହଜି ଯାଉଥିବା ଲୋକକଳା କୁ ବଞ୍ଚାଇବା ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ମୟୁରଭଞ୍ଜ

ତେବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ଲୋକକଳା କଳାକାରମାନେ ଯୋଗ ଦେଇଥିଲେ । ଏତିସହ ଏହି ଅବସରରେ କଳାକାରମାନେ ସଦଭାବନା ଗୃହରୁ ଏକ ରାଲିରେ ନିଜ ନିଜର କଳା ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.