ETV Bharat / state

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ମାଳିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ - ଗାର୍ଡେନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଥିବା ଗାର୍ଡେନର ବା ମାଳି ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।

vigilance trap
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
author img

By

Published : Dec 27, 2019, 12:41 PM IST

ବାରିପଦା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ ବିଭାଗର ମାଳିଙ୍କ ଘରେ ଭିଜିଲାନ୍ସର ଚଢାଉ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଥିବା ଗାର୍ଡେନର ବା ମାଳି ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ବାଲେଶ୍ବର ଭିଜିଲାନ୍ସ ବିଭାଗର 4ଟି ଟିମ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଉଦ୍ଧବଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଏକକାଳୀନ ଭାବେ 4ଟି ସ୍ଥାନରେ ଚଢ଼ାଉ କରାଯାଇଛି। ନୁଦଡିହା ସ୍ଥିତ ଶଶୁର ଘର ସମେତ ଫାର୍ମହାଉସ ଏବଂ ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମେତ କପ୍ତିପଦା ବ୍ଲକ ବଡାମପଦା ନିଜସ୍ବ ବାସଭବନରେ ଚଢାଉ ହୋଇଛି । ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ ସହ ଅଧିକ ଛାନଭିନ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଉଦ୍ୟାନ ବିଭାଗର ମାଳି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗର କାର୍ଯ୍ୟରତ ଥିବା ଗାର୍ଡେନର ବା ମାଳି ଉଦ୍ଧବ ବେହେରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରିରହିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରିରହିଛି।ଉଦ୍ଧବ ଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଏକକାଳୀନ ଭାବେ ଚାରି ଗୋଟି ସ୍ଥାନରେ ଚଢ଼ାଉ ଜାରି ରହିଛି ନୁଦଡିହା ସ୍ଥିତ ଶ୍ୱଶୁର ଘର ସମେତ ଫାର୍ମ ହାଉସ ଏବଂ ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମେତ କପ୍ତିପଦା ବ୍ଲକ ବଡାମପଦା ନିଜସ୍ୱ ବାସଭବନରେ ଚାଲିଛି ଚଢ଼ାଉ। ବାଲେଶ୍ୱର ଭିଜିଲାନ୍ସ ବିଭାଗର ଚାରି ଗୋଟି ଟିମ ଏହି ଚଢ଼ାଉ ରେ ସାମିଲ ଅଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.