ETV Bharat / state

ଜୁଆ ଆଡ୍ଡା ଚାଲିଥିବାବେଳେ ମାଡିବସିଲା ପୋଲିସ, ୩ ଅଟକ

ଜୁଆ ଆଡ୍ଡା ଚାଲିଥିବାବେଳେ ମାଡିବସିଲା କରଞ୍ଜିଆ ପୋଲିସ । ୩୭ହଜାର ଟଙ୍କା ଜବତ ସହ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

ଜୁଆ ଆଡ୍ଡା ଚାଲିଥିବା ବେଳେ ମାଡିବସିଲା ପୋଲିସ, ୩ଅଟକ

author img

By

Published : Jan 3, 2022, 4:00 PM IST

ରାଇରଙ୍ଗପୁର: ମୟୂରଭଞ୍ଜ କରଞ୍ଜିଆ ପୋଲିସକୁ ସଫଳତା । ଜୁଆ ଆଡ୍ଡା ଉପରେ ଚଢାଉ କରି ୩୭ହଜାର ଟଙ୍କା ଜବତ ସହ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ ।

ଜୁଆ ଆଡ୍ଡା ଚାଲିଥିବା ବେଳେ ମାଡିବସିଜୁଆ ଆଡ୍ଡା ଚାଲିଥିବା ବେଳେ ମାଡିବସିଲା ପୋଲିସ, ୩ଅଟକଲା ପୋଲିସ, ୩ଅଟକ

ସୂଚନାନୁଯାୟୀ ଜିଲ୍ଲାର କେନ୍ଦୁମୁଣ୍ଡି ନିକଟରେ ଏକ ଜୁଆଆଡ୍ଡା ଚାଲିଥିବା ବିଶ୍ବସ୍ତ ସୁତ୍ରରୁ କରଞ୍ଜିଆ ପୋଲିସ ଖବର ପାଇଥିଲା । ଏନେଇ ଆଜି ଅତର୍କିତ ଭାବେ ଚଢାଉ କରି ଟଙ୍କା ଜବତ କରିବା ସହିତ ତିନି ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି କରଞ୍ଜିଆ ଥାନା ପୋଲିସ । ତେବେ ତିନି ଜଣ ଧରା ପଡ଼ିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.