ETV Bharat / state

ବାହାଘର ଦିନ ବରକୁ ବାନ୍ଧିଲା ପୋଲିସ - ପ୍ରେମିକାକୁ ଧୋକା ଦେବା ପଡିଲା ମହଙ୍ଗା

ପ୍ରେମିକାକୁ ଧୋକା ଦେବା ପଡିଲା ମହଙ୍ଗା । ବାହାଘର ଦିନ ପୋଲିସ ହାତରେ ବନ୍ଧା ହେଲେ ବର । ଅଧିକ ପଢନ୍ତୁ...

groom arrested in same date of wedding
ବାହାଘର ଦିନ ପୋଲିସ ହାତରେ ବନ୍ଧା ହେଲେ ବର
author img

By

Published : Feb 20, 2021, 9:16 PM IST

ରାଇରଙ୍ଗପୁର : ବାହାଘର ଦିନ ପୋଲିସ ହାତରେ ବନ୍ଧା ହେଲେ ବର। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଘୁଙ୍ଗୁପାହାଡି ଗାଁରେ । ଅଭିଯୋଗ ଅନୁଯାୟୀ ଘୁଙ୍ଗୁପାହାଡି ଗାଁର ତୁଳସୀ ପ୍ରଧାନ ସେହି ଗ୍ରାମର ଜନୈକ ଯୁବତୀଙ୍କ ସହିତ ଦୀର୍ଘ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରଖି ବିବାହର ପ୍ରତିଶୃତି ଦେଇଥିଲେ।

ବାହାଘର ଦିନ ପୋଲିସ ହାତରେ ବନ୍ଧା ହେଲେ ବର

କିନ୍ତୁ ଯୁବତୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ଆଜି ଦିନରେ ଅନ୍ୟତ୍ର ଯୁବକ ଜଣଙ୍କ ବାହାଘର ଠିକ ହୋଇଥିଲା। ଏନେଇ ଯୁବତୀ ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ତୁଳସୀ ପ୍ରଧାନକୁ ଗିରଫ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.