ETV Bharat / state

ବାରିପଦା ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ, 2 ଗିରଫ

ସଦର ମହକୁମା ବାରିପଦା ସହରର ବସଷ୍ଟାଣ୍ଡ ନିକଟରୁ ଦୁଇ ବସ୍ତା ଗଞ୍ଜେଇ ଜବତ । ଏହାକୁ ଜବତ କରିଛି ବାରିପଦା ଟାଉନ ପୋଲିସ ।

ବାରିପଦା ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ, 2 ଅଣ ଓଡିଆ ଗିରଫ
author img

By

Published : Sep 14, 2019, 9:07 PM IST

ବାରିପଦା: ଜିଲ୍ଲାର ସଦର ମହକୁମା ବାରିପଦା ସହରର ବସଷ୍ଟାଣ୍ଡ ନିକଟରୁ ଦୁଇ ବସ୍ତା ଗଞ୍ଜେଇ ଜବତ । ଏହାକୁ ଜବତ କରିଛି ବାରିପଦା ଟାଉନ ପୋଲିସ ।

ବାରିପଦା ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ, 2 ଅଣ ଓଡିଆ ଗିରଫ

ତେବେ ଏକ ଘରୋଇ ବସରେ କୋଲକାତାକୁ ଯିବା ପାଇଁ ଚେଷ୍ଟା କରୁଥିବା ସମୟରେ ଏନେଇ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ବାରିପଦା ଟାଉନ ପୋଲିସ ଖବର ପାଇ ବସଷ୍ଟାଣ୍ଡ ନିକଟରୁ ଏହି ଗଞ୍ଜେଇ ବସ୍ତା ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସେଠାରୁ ପ୍ରାୟ 18 କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ 50 ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଗିରଫ ଅଭୁଯୁକ୍ତ ହେଲେ ପଶ୍ଚିମବଙ୍ଗର ନଦିଆ ଅଞ୍ଚଳ ରଣଜିତ ମଣ୍ଡଳ ଏବଂ ବାବୁଲ ସର୍ଦ୍ଦାର। ଏନେଇ ବାରିପଦା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ମୟୂରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ସହରର ବସଷ୍ଟାଣ୍ଡ ନିକଟରୁ ଦୁଇ ବସ୍ତା ଗଞା ବାରିପଦା ଟାଉନ ପୋଲିସ ଜବତ କରିଛି। ଏକ ଘରୋଇ ବସରେ କୋଲକାତାକୁ ଯିବା ପାଇଁ ଚେଷ୍ଟା କରୁଥିବା ସମୟରେ ଲୋକେ ପୋଲିସ କୁ ସୂଚନା ଦେଇଥିଲେ। ବାରିପଦା ଟାଉନ ପୋଲିସ ଖବର ପାଇ ବସଷ୍ଟାଣ୍ଡ ନିକଟରୁ ଏହି ଗଞେଇ ବସ୍ତା ଜବତ କରିବା ସହିତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ପ୍ରାୟ 18 କିଲୋଗ୍ରାମ ଓଜନର ଗଞା ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ଏହି ଗଞା ବସ୍ତା ନେଇ ଯାଉଥିବା ଦୁଇ ଅଭିଯୁକ୍ତ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନେ ହେଲେ ପଶ୍ଚିମ ବଙ୍ଗ ର ନଦିଆ ଅଞ୍ଚଳ ରଣଜିତ ମଣ୍ଡଳ ଏବଂ ବାବୁଲ ସର୍ଦାର। ବାରିପଦା ପୋଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.