ETV Bharat / state

ଅସୁସ୍ଥ ଅବସ୍ଥାରେ ଉଡ଼ନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର - ଗୁଣ୍ଡୁଚିମୂଷା ଉଦ୍ଧାର

ଅସୁସ୍ଥ ଅବସ୍ଥାରେ ଉଡ଼ନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଞ୍ଚଳରୁ ଏହାକୁ ଉଦ୍ଧାର କରାଯାଇଛି। ଅଧିକ ପଢନ୍ତୁ...

ଅସୁସ୍ଥ ଅବସ୍ଥାରେ ଉଡ଼ନ୍ତା ଗୁଣ୍ଡୁଚିମୂଷା ଉଦ୍ଧାର

author img

By

Published : Mar 6, 2021, 10:25 AM IST

ରାଇରଙ୍ଗପୁର: ଅସୁସ୍ଥ ଅବସ୍ଥାରେ ଉଡ଼ନ୍ତା ଗୁଣ୍ଡୁଚିମୂଷା ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଞ୍ଚଳରୁ ଏହାକୁ ଉଦ୍ଧାର କରାଯାଇଛି । ଏକ ଅଜଣା ଗାଡ଼ି ସହିତ ଧକ୍କାରେ ଗୁଣ୍ଡୁଚି ମୂଷାର ଗୋଟିଏ ଡେଣା ଭାଙ୍ଗି ଯାଇଥିବା ବେଳେ ଅସୁସ୍ଥ ଅବସ୍ଥାରେ ଦୁଇଜଣ ବ୍ୟକ୍ତି ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ।

ଅସୁସ୍ଥ ଅବସ୍ଥାରେ ଉଡ଼ନ୍ତା ଗୁଣ୍ଡୁଚିମୂଷା ଉଦ୍ଧାର

ତେବେ ଜଶୀପୁର ଇକୋ ଟ୍ୟୁରିଜିମ ରେଞ୍ଜ କାର୍ଯ୍ୟାଳୟରେ ଗୁଣ୍ଡୁଚିମୂଷାଟିର ଚିକିତ୍ସା ଜାରି ରହିଛି । ସେପଟେ ସମ୍ପୂର୍ଣ୍ଣ ସୁସ୍ଥ ହେଲାପରେ ଓ ଜଙ୍ଗଲ ନିଆଁ ନିୟନ୍ତ୍ରଣ ହେବାପରେ ଉଡନ୍ତା ଗୁଣ୍ଡୁଚି ମୂଷାଟିକୁ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ଇକୋ ଟ୍ୟୁରିଜିମ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.