ETV Bharat / state

ବୁଢ଼ାବଳଙ୍ଗ ନଦୀରେ ଭାସିଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର - ଅଗ୍ନିଶମ ବାହିନୀ

ଦୋକାନ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ ନଦୀରେ ଯୁବକ ଭାସିଗଲେ ଯୁବକ । ପୋଡାଅସ୍ତିଆ ପୋଲ ନିକଟରୁ ମୃତଦେହ ଉଦ୍ଧାର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ବୁଢ଼ାବଳଙ୍ଗ ନଦୀରେ ଭାସିଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

author img

By

Published : Aug 11, 2021, 10:20 PM IST

ବାରିପଦା: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଅଧିନ ବାରିପଦା ସହରରେ । ଗତକାଲି ବୁଢ଼ାବଳଙ୍ଗ ନଦୀରେ ଯୁବକ ଜଣକ ବୁଡି ଯାଇଥିବାବେଳେ ଆଜି(ବୁଧବାର) ପୋଡାଅସ୍ତିଆ ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ବୁଢ଼ାବଳଙ୍ଗ ନଦୀରେ ଭାସିଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୂଚନାନୁଯାୟୀ ସ୍ଥାନୀୟ ସିନ୍ଦୁରଗୌରା ଅଞ୍ଚଳର ଗୁମୁଡି ଗ୍ରାମର ବାସୁଦେବ ନାଏକ ବାରିପଦାର ଏକ ଦୋକାନରେ କାର୍ଯ୍ୟ କରନ୍ତି । ସେ କାମସାରି ଘରକୁ ଫେରୁଥିବାବେଳେ କୌଣସି କାରଣବଶତଃ ନଦୀର ପାଣି ସୁଅରେ ଭାସି ଯାଇଥିଲେ। ତେବେ ଅଗ୍ନିଶମ ବାହିନୀ ବହୁତ ତାଙ୍କୁ ବହୁ ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିପାରି ନଥିଲା ।

ତେବେ ଆଜି (ବୁଧବାର) ପୋଡାଅସ୍ତିଆ ପୋଲ ନିକଟରେ ମୃତଦେହଟି ଭାସୁଥିବା ନେଇ ଦେଖିବାକୁ ମିଳିଥିଲା । ଏହାପରେ ଅଗ୍ନିଶମ ବାହିନୀ ଉଦ୍ଧାର ମୃତଦେହକୁ ଉଦ୍ଧାର କରିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.