ETV Bharat / state

ଡିବିରୁ ନିଆଁ ଲାଗି 3 ମହିଳା ଗୁରୁତର - ଡିବିରୁ ନିଆଁ

କୁଟୁରିଆ ଗ୍ରାମରେ ଅଘଟଣ । ଡିବିରେ କିରାସିନି ବଦଳରେ ଭୁଲବଶତଃ ପାଖରେ ଥିବା ପେଟ୍ରୋଲ ଭର୍ତ୍ତି କରି 3ମହିଳା ଗୁରୁତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 25, 2019, 10:46 PM IST

ବାରିପଦା: ଶରତ ଥାନା ଅନ୍ତର୍ଗତ କୁଟୁରିଆ ଗ୍ରାମରେ ଡିବିରୁ ନିଆଁ ଲାଗି 3ମହିଳା ଗୁରୁତର। କୁଟୁରିଆ ଗାଁରେ ବିଦ୍ୟୁତ ସରବରାହ ବନ୍ଦ ଥିବା ବେଳେ ଡିବିରେ କିରାସିନି ବଦଳରେ ଭୁଲବଶତଃ ପାଖରେ ଥିବା ପେଟ୍ରୋଲ ଭର୍ତ୍ତି କରିଦେଇଥିଲେ। ପେଟ୍ରୋଲ ଭର୍ତ୍ତି ଡିବିରେ ନିଆଁ ସଂଯୋଗ କଲା ପରେ ଡିବି ଫାଟି 3ମହିଳା ଗୁରୁତର ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗୁରୁତର ମହିଳା 3ଜଣ ହେଲେ ମାନି ଦେଓଗାଁ, ଶାନ୍ତି ଦେଓଗାଁ ଓ ଚିପି ପୂର୍ତ୍ତି। ଗୁରୁତର 3ଜଣ ମହିଳାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମୟୂରଭଞ୍ଜରୁ ମୃତଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କୁଟୁରିଆ ଗ୍ରାମରେ ଡିବି ରୁ ନିଆଁ ଲାଗି ତିନି ମହିଳା ଗୁରୁତର।

Body:କୁଟୁରିଆ ଗ୍ରାମରେ ବିଦ୍ୟୁତ ସରବରାହ ବନ୍ଦ ଥିବା ବେଳେ ଡିବି ରେ କିରାସିନି ବଦଳରେ ଭୁଲ ବଶତଃ ପାଖରେ ଥିବା ପେଟ୍ରୋଲ ଭର୍ତ୍ତି କରିଦେଇଥିଲେ। ପେଟ୍ରୋଲ ଭର୍ତ୍ତି ଡିବିରେ ନିଆଁ ସଂଯୋଗ କଲା ପରେ ଡିବି ଫାଟି ତିନି ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ତିନି ଜଣ ହେଲେ ମାନି ଦେଓଗାଁ, ଶାନ୍ତି ଦେଓଗାଁ ଓ ଚିପି ପୂର୍ତ୍ତି। ଗୁରୁତର ତିନିଜଣ ମହିଳା ଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ତେବେ ପରେ ଉଦଳା ଡାକ୍ତର ଖାନା ରୁ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ବାଇଟ-ମୁରଲୀ ଦେଓଗାଁ-ମହିଳା ଙ୍କ ସମ୍ପର୍କୀୟ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.