ETV Bharat / state

କୋରୋନା ମୁକାବିଲା, ବାରିପଦାରେ ସାନିଟାଇଜ ଆରମ୍ଭ - covid-19

ଭାଇରସ ସଂକ୍ରମଣ ରୋକିବାକୁ ବାରିପଦା ସହରରେ ଆରମ୍ଭ ହେଲା ସାନିଟାଇଜିଂ। ସବୁ ଗଳି କନ୍ଦି ଠାରୁ ପ୍ରମୁଖ ବଜାରରେ କରାଯାଉଛି ବିଶୋଧନ ସିଞ୍ଚନ । ଅଧିକ ପଢନ୍ତୁ...

କରୋନା ମୁକାବିଲା, ବାରିପଦା ସହରରେ ସାନିଟାଇଜ ଆରମ୍ଭ

author img

By

Published : Apr 3, 2020, 3:20 PM IST

ବାରିପଦା: କୋରୋନା ସଂକ୍ରମଣ ରୋକିବାକୁ ସାନିଟାଇଜ ହେଉଛି ରାଜ୍ୟର ବିଭିନ୍ନ ଜନଗହଳି ସ୍ଥାନ। ମୟୂରଭଞ୍ଜର ବାରିପଦାରେ ମଧ୍ୟ ବିଶୋଧନ ସ୍ପ୍ରେ କରାଯାଉଛି । ଆଜି ଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସହରର ବିଭିନ୍ନ ଗଳିକନ୍ଦି, ରାସ୍ତା ଘାଟ ସ୍ଥାନରେ ସ୍ପ୍ରେ କରାଯିବ ।

କରୋନା ମୁକାବିଲା, ବାରିପଦା ସହରରେ ସାନିଟାଇଜ ଆରମ୍ଭ

ପ୍ରଥମ ଦିନରେ ବାରିପଦା ସହରର ପାଲିବଣ ଠାରୁ ଆରମ୍ଭ କରି ଷ୍ଟେସନ ବଜାର, ବାଲେଶ୍ବର ଗୋଳେଇ , ମୁଖ୍ୟ ମାର୍କେଟ ସହ ଷ୍ଟିଲ ଗୋଲେଇ ପର୍ଯ୍ୟନ୍ତ ସ୍ପ୍ରେ କରାଯିବା ସହ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ମଧ୍ୟ ସାନିଟାଇଜ କରାଯାଇଛି । ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସାନିଟାଇଜ କରାଯାଉଛି ।

ସେପଟେ ଏହି ସାନିଟାଇଜ କାର୍ଯ୍ୟକ୍ରମକୁ ଅଗ୍ନିଶମ ବିଭାଗର ଜିଲ୍ଲା ଅଗ୍ନିଶମ ଅଧିକାରୀ ନିଜେ ତଦାରଖ କରୁଥିବା ଦେଖିବାକୁ ମିଳିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.