ETV Bharat / state

ଗାଁ ମୁହାଁ ହାତୀପଲ, ଖେଳିଯାଇଛି ଆତଙ୍କ - ଗାଁ ମୁହାଁ ହାତୀପଲ, ହାତୀ ଆତଙ୍କ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅଧିନସ୍ଥ ସରଗଡାରେ ଗାଁ ମୁହାଁ ହାତୀପଲ। ବନ ବିଭାଗ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ନିକଟସ୍ଥ ଗାଁରେ ଭୟର ବାତାବରଣ ଖେଳିଯାଇଛି।

elephant terror in rairangpur
ଗାଁ ମୁହାଁ ହାତୀପଲ
author img

By

Published : Jan 25, 2020, 5:53 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅଧିନସ୍ଥ ସରଗଡାରେ ଗାଁ ମୁହାଁ ହାତୀପଲ। ଏହି ହାତୀ ପଲରେ 8ଟି ହାତୀ ଥିବା ବେଳେ ଗୋଟିଏ ଦନ୍ତା, 2ଟି ମାଇ ଓ 3ଟି ଛୁଆ ଥିବା ଜଣାପଡ଼ିଛି। ସରଗଡା ଜଙ୍ଗଲରେ ବାଘ ଆତଙ୍କ ଚଳାଇଥିବା ବେଳେ ତା’ ନିକଟରୁ ହାତୀ ପଲ ନିଜ ଛୁଆକୁ ରକ୍ଷା କରିବା ପାଇଁ ଏବେ ଗାଁ ମୁହାଁ ହୋଇଛନ୍ତି। ସେପଟ, ବନ ବିଭାଗ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ନିକଟସ୍ଥ ଗାଁରେ ଭୟର ବାତାବରଣ ଖେଳିଯାଇଛି।

ହାତୀ ଆତଙ୍କ

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅଧୀନ ସରଗଡା ରେ ଗାଁ ମୁହାଁ ହାତୀପଲ। ହାତୀ ପଲରେ ଆଠଟି ହାତୀ ଥିବା ବେଳେ ଗୋଟିଏ ଦନ୍ତା , ଦୁଇଟି ମାଇଁ ହାତୀ ଓ ତିନୋଟି ହାତୀ ଛୁଆ ଥିବା ଜଣାପଡ଼ିଛି। ସରଗଡା ଜଙ୍ଗଲରେ ବାଘ ଆତଙ୍କ ଚଳାଇଥିବା ବେଳେ ବାଘ ନିକଟରୁ ହାତୀ ପଲ ନିଜ ଛୁଆକୁ ରକ୍ଷା କରିବା ପାଇଁ ଏବେ ଗାଁ ମୁହାଁ ବୋଲି ସୂଚନା ମିଳିଛି। ବନ ବିଭାଗ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ନିକଟସ୍ଥ ଗ୍ରାମ ଗୁଡିକରେ ଭୟର ବାତାବରଣ ଖେଳିଯାଇଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.