ETV Bharat / state

ହାତୀ ଆକ୍ରମଣରେ ଯୁବକ ଗୁରୁତର

ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆତଙ୍କ । ପିଙ୍ଗୁ ଗ୍ରାମ ଭାଲୁଗୋଡା ସାହିର ବୁଦ୍ଧଦେବ କୁଣ୍ଡୁଆ ନାମକ ଜଣେ ଯୁବକ ସୋମବାର ବିଲରୁ ଧାନକାଟିବାକୁ ଯାଇ ହାତୀ ହାବୁଡ଼ରେ ପଡିଯାଇ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 26, 2019, 5:34 AM IST

ହାତୀ ଆକ୍ରମଣରେ ଯୁବକ ଗୁରୁତର
ହାତୀ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆତଙ୍କ । କେତେ ବେଳେ ମଣିଷ ହାତୀକୁ ଚାବୁକରେ ପିଟୁଛି ତ କେତେବେଳେ ହାତୀ ମଣିଷକୁ ଗୋଡ଼ାଇ ଗୋଡ଼ାଇ ମାରୁଛି ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ବନଖଣ୍ଡ ସାରଙ୍ଗଗଡ ଗ୍ରାମପଞ୍ଚାୟତ ଅଧିନ ପିଙ୍ଗୁ ଗ୍ରାମରେ ।

ହାତୀ ଆକ୍ରମଣରେ ଯୁବକ ଗୁରୁତର

ପିଙ୍ଗୁ ଗ୍ରାମ ଭାଲୁଗୋଡା ସାହିର ବୁଦ୍ଧଦେବ କୁଣ୍ଡୁଆ ନାମକ ଜଣେ ଯୁବକ ସୋମବାର ବିଲରୁ ଧାନକାଟିବାକୁ ଯାଇ ହାତୀ ହାବୁଡ଼ରେ ପଡିଯାଇ ଗୁରୁତର ଆହତ ହୋଇଛନ୍ତି । ଗତ ତିନି ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ପୋଲ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଦିନ ସମୟରେ ଜଙ୍ଗଲରୁ ବାହାରି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।

ତେବେ ଅନୁରୂପ ଭାବେ ବିଲ ଆଡକୁ ହାତୀ ମାଡିଆସୁଥିବା ଦେଖି ସେ ଜୀବନ ବିକଳରେ ଦୌଡ଼ି ପଳେଇ ଆସିବାକୁ ଚେଷ୍ଟା କରିଥିଲେ । ହେଲେ ଏକ ଦନ୍ତା ହାତୀ ପାଦରେ ତାଙ୍କୁ ଦଳି ଦେଇଥିଲା । ଯୁବକ ଜଣଙ୍କ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ବି ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠେ ବନବିଭାଗ ସବୁବେଳେ ହାତୀକୁ ଜଗି ଲୋକଙ୍କୁ ସଚେତନ କରୁଥିବା କଥା କହୁଥିଲେ ବି ଏଇ ଘଟଣା ପରେ ଏହାର ଚରମ ଅବହେଳା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଏପରି ଘଟଣାକୁ ପୁରାପୁରି ଏଡାଇବା ପାଇଁ ବିଭାଗ ଦମ୍ଭୋକ୍ତି ଦେଖାଇଥିବା ବେଳେ ଏଇ ଘଟଣା ବନବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ହାତୀ ଆକ୍ରମଣରେ ଯୁବକ ଗୁରୁତର ।
ମୟୁରଭଞ୍ଜ ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆତଙ୍କ, କେତେ ବେଳେ ମଣିଷ ହାତୀକୁ ଚାବୁକରେ ପିଟୁଛି ତ କେତେବେଳେ ହାତୀ ମଣିଷକୁ ଗୋଡ଼ାଇ ଗୋଡ଼ାଇ ମାରୁଛି ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ବନଖଣ୍ଡ ସାରଙ୍ଗଗଡ ଗ୍ରାମପଞ୍ଚାୟତ ଅଧିନ ପିଙ୍ଗୁ ଗ୍ରାମରେ। ପିଙ୍ଗୁ ଗ୍ରାମ ଭାଲୁଗୋଡା ସାହିର ବୁଦ୍ଧଦେଵ କୁଣ୍ଡୁଆ ନାମକ ଜଣେ ଯୁବକ ଆଜି ବିଲରୁ ଧାନକାଟି ହାତୀ ହାବୁଡ଼ରେ ପଡିଯାଇ ଗୁରୁତର ଆହତ ହୋଇଛନ୍ତି । ଗତ ତିନି ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ପୋଲ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଦିନ ୨/୩ ଟା ସମୟରୁ ଜଙ୍ଗଲରୁ ବାହାରି ଧାନ ଫସଲ ବିଲ ଆଡ଼କୁ ମାଡି ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।ସେହିପରି ଆଜି ମଧ୍ୟ ଏକଘରି ଜଙ୍ଗଲରୁ ବାହାରି ଧାନ ଫସଲ ଆଡ଼କୁ ଆସୁଥିବା ବେଳେ ପିଙ୍ଗୁ ଗ୍ରାମ ଭାଲୁଗୋଡା ସାହିର ଜନୈକ ଯୁବକ ହାତୀ ହାବୁଡ଼ରେ ପଡି ଯାଇଥିଲେ ତେବେ ସେ ଜୀବନ ବିକଳରେ ଦୌଡ଼ି ପଳେଇ ଆସିବାକୁ ଚେଷ୍ଟା କରିଥିଲେ ବି ଏକ ଦନ୍ତା ହାତୀ ପାଦରେ ଦୋଳି ଦେଇଥିଲା ତେବେ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ବି ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ବନବିଭାଗ ସବୁବେଳେ ହାତୀକୁ ଜଗି ଲୋକଙ୍କୁ ସଚେତନ କରୁଥିବା କଥା କହୁଥିଲେ ବି ଏଇ ଘଟଣା ପରେ ଏହାର ଚରମ ଅବହେଳା ସାମ୍ନା କୁ ଆସିଛି । ତେବେ କିଛି ଦିନ ପୂର୍ବରୁ ଏପରି ଘଟଣାକୁ ପୁରା ପୁରି ଏଡାଇବା ପାଇଁ ବିଭାଗ ଦମ୍ଭକ୍ତି ଦେଖାଇଥୁବା ବେଳେ ଏଇ ଘଟଣା ବନବିଭାଗର ପାରିବ ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.