ETV Bharat / state

ବଡବାପାକୁ ପଥରରେ ଛେଚି ହତ୍ୟା କଲା ପୁତୁରା

ସମ୍ପର୍କୀୟ ବଡବାପାର ହତ୍ୟା କଲା ମଦୁଆ ପୁତୁରା । ଅଭିଯୁକ୍ତକୁ ଗିରଫ କଲା କପ୍ତିପଦା ପୋଲିସ ।

author img

By

Published : Aug 1, 2019, 2:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଜିଲ୍ଲା କପ୍ତିପଦାର ଥାନା ଅଞ୍ଚଳର ନଛିପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପୁତୁରାର ପଥରମାଡରେ ସମ୍ପର୍କୀୟ ବଡବାପାଙ୍କ ମୃତ୍ୟୁ ଘଟିଛି । ନିଶାସକ୍ତ ବିଶିକେସନ ମାଣିକ ସମ୍ପର୍କୀୟ ବଡବାପାକୁ ଅତି ନୃଶଂସ ଭାବେ ପଥରରେ ଛେଚି ଛେଚି ମାରି ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବଡବାପା ସୁରସେନ ଦାସଙ୍କ ହତ୍ୟା ଅଭିଯୋଗରେ ଏବେ କପ୍ତିପଦା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ହତ୍ୟା ଆଗାମୀ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ତଦନ୍ତ ପରେ ହତ୍ୟାର ବାସ୍ତବ କାରଣ ପଦାକୁ ଆସିବ ବୋଲି ଆଶା କରିଛନ୍ତି ପରିବାର ସଦସ୍ୟ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ପୁତୁରା ର ପଥର ମାଡରେ ସମ୍ପର୍କୀୟ ବଡବାପା ମୃତ। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ। Body:ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନଛିପୁର ଗାଁରେ ନିଶାସକ୍ତ ପୁତୁରା ସମ୍ପର୍କୀୟ ବଡବାପା କୁ ଅତି ନୃଶଂସ ଭାବେ ପଥର ରେ ଚେଛି ମାରିଦେଇଛି। ଅଭିଯୁକ୍ତ ପୁତୁରା ଜଣଙ୍କ ହେଲେ ବିଶିକେସନ ମାଣିକ ନଛିପୁର ଗାଁ ର ସମ୍ପର୍କୀୟ ବଡବାପା ସୁରସେନ ଦାସ ଙ୍କୁ ହତ୍ୟା କରିଛି। ଅଭିଯୁକ୍ତ କୁ କପ୍ତିପଦା ପୋଲିସ ଗିରଫ କରିଛି। ପୋଲିସ ଅଭିଯୁକ୍ତ କୁ ଗିରଫ କରି ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି। ପୋଲିସ ର ତଦନ୍ତ ପରେ ଅଧିକ ତଥ୍ୟ ପଦାକୁ ଆସିବ।

ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି ଇ ଟି ଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.