ETV Bharat / state

ମରିଗଲା ମାନବିକତା, ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

author img

By

Published : Aug 4, 2019, 8:07 PM IST

ରାଜ୍ୟରେ ଥମୁନି ଲଜ୍ୟା । ବଢିଚାଲିଛି ବଳତ୍କାର । ଶରତ ଥାନା କାଠଚୁଆ ଅଞ୍ଚଳରେ ଅଭାବନୀୟ ଘଟଣା । ଘରେ ଏକୁଟିଆ ଥିବା ବେଳେ ଦିବ୍ୟାଙ୍ଗକୁ ଦୁଷ୍କର୍ମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ରାଜ୍ୟରେ ଥମିବାର ନାଁ ନେଉନାହିଁ ଦୁଷ୍କର୍ମ । ଶରତ ଥାନା କାଠଚୁଆ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଥାନାରେ ହୋଇଛି ଲିଖିତ ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଗତ ୩୧ ତାରିଖ ଦିନ ଦିବ୍ୟାଙ୍ଗ ଯୁବତୀ ଜଣକ ଘରେ ଏକୁଟିଆ ଥିବାବେଳେ ଘଟିଛି ଏହି ଘଟଣା । ଏକୁଟିଆର ସୁଯୋଗ ନେଇ ପଦ୍ମପୋଖରୀ ପଞ୍ଚାୟତ ଧପଡା ଗ୍ରାମର ବାବୁଲି ବଦରା ଯୁବତୀଙ୍କୁ ଘରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ପରେ ଯୁବତୀ ଜଣକ ଏ ନେଇ ତାର ମାଆକୁ ଜଣାଇବା ପରେ ପରିବାର ପକ୍ଷରୁ ଶରତ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଅଭିଯୋଗକୁ ଆଧାର କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ବାବୁଲିକୁ ଗିରଫ କରିଛି । ଏହା ସହିତ ପୀଡିତାକୁ ତାକ୍ତରୀ ମାଇନା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ନିଆଯାଇଥିବା ପୋଲିସ କହିଛି । ଅଭିଯୁକ୍ତ ବାବୁଲି ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଘଟାଇଛି ବୋଲି ଜଣାପଡ଼ିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ପୁଣି ଲଜ୍ଜା, ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିଛି । ଏଭଳି ସମ୍ବେଦନ ଶୀଳ ଘଟଣା ଘଟିଛି ଶରତ ଥାନା କାଠଚୁଆ ଅଂଚଳରେ ।

Body:ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କାଠଚୁଆ ଅଂଚଳର ଜଣେ ଭଁନ୍ନକ୍ଷମ ଯୁବତୀଙ୍କ ଘରେ ଏକୁଟିଆ ପାଇ ତାକୁ ଦୁଷ୍କର୍ମ କରାଯାଇଥୁବା ନେଇ ଥାନାରେ ଲିଖୁତ ଅଭିଯୋଗ ହୋଇଛି ।ଗତ ୩୧ ତାରିଖ ଦିନ ଦିବ୍ୟାଙ୍ଗ ଯୁବତୀ ଜଣକ ଘରେ ଏକୁଟିଆ ରହିଥୁବା ବେଳେ ଏହାର ସୁଯୋଗ ନେଇ ପଦ୍ନପୋଖରୀ ପଂଚାୟତ ଧପଡା ଗ୍ରାମର ବାବୁଲି ବଦରା ବୋଲି ଜଣେ ଯୁବକ
ଯୁବତୀ ଜଣକୂ ଘରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ପରେ ଯୂବତୀ ଜଣକ ଏ ନେଲ ତାର ମାଆକୁ ଜଣାଇବା ପରେ ପରିବାର ପକ୍ଷରୁ ଶରତ ଥାନାରେ ଲିଖୁତ ଅଭିଯୋଗ କରାଯାଇଛି । ଅର୍ଭିଯୋଗକୁ ଆଧାର କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଥୁବା ବେଳେ ଅଭିଯୁକ୍ତବାବୁଲିକୁ ଗିରଫ କରିଛି । ଏହା ସହିତ ପୀତିତାକୁ ତାକ୍ତରୀ ମାଇନା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ କୁ ନିଆଯାଇଥୁବା ପୋଲିସ କହିଛି । ଅଭିଯୁକ୍ତ ବାବୁଲି ନିଶାସକ୍ତ ଅବସ୍କାରେ ଏହି କାଣ୍ଡ ଭିଆଇଥୁବା
ଜଣାଯାଇଛି ।

ବାଇଟ୍‌ ୧ ¬ ସ୍ଵପ୍ନରଞ୍ଜନ ମହାପାତ୍ର (ଉପଖଣ୍ଡ ପୋଲିସ୍‌ ଅଧୂକାରୀ, ଉଦଳା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.