ETV Bharat / state

ଆଳୁ କଳାବଜାରୀଙ୍କ ଉପରେ ପ୍ରଶାସନର ଚଢ଼ାଉ

author img

By

Published : Mar 24, 2020, 7:58 PM IST

ମୟୂରଭଞ୍ଜ ଜିଲ୍ଲାର ଜାରି ହୋଇଥିବା ଲକଡାଉନର ଫାଏଦା ଉଠାଉଛନ୍ତି ଆଳୁ କଳାବଜାରୀ । ଏନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଖବର ପାଇବା ପରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।

District Supply Officer Attack on potato black market
ଆଳୁ କଳାବଜାରୀଙ୍କ ଉପରେ ପ୍ରଶାସନର ଚଢ଼ାଉ

ବାରିପଦା: କୋରୋନା ଭୂତାଣୁର ଭୟବହତାକୁ ଦୃଷ୍ଟିରେ ରଖି 30ଟି ରାଜ୍ୟକୁ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ଲକଡାଉନ କରାଯାଇଛି । ଯାହାର ଫାଏଦା ଜିଲ୍ଲାର କିଛି ମୁନାଫାଖୋର ବ୍ୟବସାୟୀ ଉଠାଉଛନ୍ତି । ନିଜ ସ୍ବାର୍ଥ ପାଇଁ ଅସାଧୁ ବ୍ୟବସାୟୀମାନେ ଚଢା ଦରରେ ବିକ୍ରି କରୁଛନ୍ତି ପନିପରିବା ସହ ଆଳୁ ଓ ଖାଦ୍ୟ ସାମଗ୍ରୀ ।

ଆଳୁ କଳାବଜାରୀଙ୍କ ଉପରେ ପ୍ରଶାସନର ଚଢ଼ାଉ

ଅସାଧୁ ବ୍ୟବସାୟୀ ମାନେ ଚଢ଼ା ଦରରେ ଆଳୁ ବିକ୍ରି ବେଳେ ପ୍ରଶାସନର ଲୁଚକାଳିରେ ଏହି କଳାବଜାରୀ କରୁଛନ୍ତି । ତେବେ ମୟୂରଭଞ୍ଜକୁ ଲାଗି ରହିଥିବା ପଡୋଶୀ ରାଜ୍ୟ ମାନଙ୍କ ସୀମା ବନ୍ଦ କରାଯାଇଥିବାରୁ ମାଲ ପରିବହନ କରିବାରେ ଅସୁବିଧା ସୃଷ୍ଟି ହେଉଛି। ବିଶେଷ କରି ଆଳୁ, ପିଆଜ ଚଢ଼ା ଦରରେ ବିକ୍ରି ହେଉଛି । ଏନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଖବର ପାଇବା ପରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.