ETV Bharat / state

ବାରିପଦାର 9 ଦୋକାନକୁ ସିଲ୍‌ କଲା ଜିଲ୍ଲାପ୍ରଶାସନ - କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ 9 ଦୋକାନ ସିଲ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର କେଚରୀ ବଜାରର 9ଟି ଦୋକାନକୁ ସିଲ କରାଯାଇଛି । ଉପଜିଲ୍ଲାପାଳ ଅନ୍ବେଷା ନିର୍ଦ୍ଦେଶକ୍ରମେ ଏପିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ....

ବାରିପଦାର 9 ଦୋକାନକୁ ସିଲ କଲା ଜିଲ୍ଲାପ୍ରଶାସନ

author img

By

Published : Sep 16, 2020, 11:38 AM IST

Updated : Sep 16, 2020, 12:21 PM IST

ବାରିପଦା: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା 9ଟି ଦୋକାନ । ବାରିପଦା ସହରର କଚେରୀ ବଜାରର ଦୋକାନଗୁଡିକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଉପଜିଲ୍ଲାପାଳ ପି.ଅନ୍ବେଷାଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବାରିପଦାର 9 ଦୋକାନକୁ ସିଲ୍‌ କଲା ଜିଲ୍ଲାପ୍ରଶାସନ

କୋଭିଡ ଗାଇଡଲାଇନ ସହ ଦୋକାନ ବଜାର ଖୋଲିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । ଦୋକାନରେ ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ସହ ସ୍ବଚ୍ଛତା ବଜାୟୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ବାରିପଦା କେଚରୀ ବଜାରରେ କିଛି ଦୋକାନୀ ଏହି ନିୟମକୁ ଉଲ୍ଲଂଘନ କରୁଥିବାରୁ ଆଜି ସେମାନଙ୍କ ଦୋକାନ ସିଲ କରିଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Sep 16, 2020, 12:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.