ETV Bharat / state

ସାପ କାମୁଡାରେ ନାବାଳକ ମୃତ

ସାପ କାମୁଡାରେ ଏକ ନାବାଳକର ମୃତ୍ୟୁ । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧିନସ୍ଥ ବନ୍ତଳିଗୋଡା ଗ୍ରାମର ଟାଙ୍ଗଳୁ ଦେହୁରୀ । ଶୌଚ ହେବାକୁ ଯାଇଥିବା ବେଳେ ନାବାଳକଟି ସାପ କାମୁଡାର ଶିକାର ହୋଇଥିଲା ।

author img

By

Published : Apr 13, 2019, 1:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧିନସ୍ଥ ବନ୍ତଳିଗୋଡା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ସେହି ଗ୍ରାମର ସୁନା ଦେହୁରୀଙ୍କ ବଡ଼ ପୁଅ ଟାଙ୍ଗଳୁ ଦେହୁରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁସାରେ, ଟାଙ୍ଗଳୁ ଶନିବାର ସକାଳେ ଶୌଚ ହେବା ପାଇଁ ଘର ନିକଟସ୍ଥ ବିଲକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ 108 ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗୋରୁ ମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ସ୍ଳଗ- ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ....
ରିପୋର୍ଟର: ସମୀର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ଭକ୍ସ ପପ୍ ,
ସ୍ଥାନ      :   ବ୍ରହ୍ମପୁର ,
ତାରିଖ    : ୧୧-୦୪-୧୮.(ଭିଜୁଆଲ ମୋଜୋ ରେ ଯାଇଛି) 
(ଆଙ୍କର) -ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ରହିଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସମସ୍ତ ବୁଥରେ ଚାଲିଛି ମତଦାନ  ।ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୨୦୮ଟି ବୁଥ ରେ ମତଦାନ ଚାଲିଥିବା ବେଳେ ଦିନ ତମାମ ଲମ୍ବା ଧାଡ଼ିରେ ଯାଇ ମତଦାନ କରୁଛନ୍ତି ।ବରିଷ୍ଠ ନାଗରିକ ଙ୍କ ସହ ଭିନ୍ନକ୍ଷମ ଙ୍କୁ ସହାୟତା କରିବା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ଏଠାରେ ନିଯୁକ୍ତି କରାଯାଇଛି ।କିଭଳି ଚାଲିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମତଦାନ ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ।
Walk through

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.