ETV Bharat / state

‘ବୁଲବୁଲ’ ପ୍ରଭାବରେ ମୟୂରଭଞ୍ଜରେ ବର୍ଷା - cyclone bul bul for rain start in mayurbhanja

ବାତ୍ୟା ‘ବୁଲବୁଲ’  ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା  ଜାରି । ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 9, 2019, 10:16 PM IST

ବାରିପଦା: ବାତ୍ୟା ‘ବୁଲବୁଲ’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଜାରି । ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ବାତ୍ୟା ଯେତେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ଓଡିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖବାକୁ ମିଳୁଛି । ତେବେ ଶନିବାର ମଧ୍ୟରାତ୍ରୀରେ ସୁନ୍ଦରବନରେ ବୁଲବୁଲ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଜୋରରେ ପବନ ବହୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବାତ୍ୟା ବୁଲବୁଲ ପାଇଁ ପ୍ରସ୍ତୁତ ରହିଛି । ଜିଲ୍ଲାର ବେତନଟୀ, ବଡ଼ସାହି, ମୋରଡ଼ା, ରାସଗୋବିନ୍ଦପୁର, ଶୁଲିଅପଦା ବ୍ଲକ ସମେତ ବାରିପଦା ସହରରେ ଶୁକ୍ରବାର ଠାରୁ ଲଗାତର ବର୍ଷା ପବନ ଜାରି ରହିଛି।

ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି ନଦୀରେ ବନ୍ୟା ପରିସ୍ଥିତି ନ ଥିବା ସୂଚନା ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବାତ୍ୟା ‘ବୁଲବୁଲ’ ର ପ୍ରଭାବ ରେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ୍ୟ ବର୍ଷା ଓ ଜାରିରହିଛି । ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ବାତ୍ୟା ଯେତେ ଯେତେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ଓଡିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖବାକୁ ମିଳୁଛି । ତେବେ ଆଜି ମଧ୍ୟରାତ୍ରୀରେ ସୁନ୍ଦରବନରେ ବୁଲବୁଲ ଲ୍ୟାଣ୍ଡପଲ କରିବାକୁ ଥିବା ବେଳେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଜୋରରେ ପବନ ବହୁଛି।ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବାତ୍ୟା ବୁଲବୁଲ ପାଇଁ ପ୍ରସ୍ତୁତ ଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟତଃ ବାଲେଶ୍ଵର ଜିଲ୍ଲା କୁ ଲାଗିକି ଥିବା ବ୍ଳକ ଗୁଡିକରେ ଅଧିକ ପରିମାଣରେ ବର୍ଷା ହେଇଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲା ବେତନଟୀ, ବଡ଼ସାହି, ମୋରଡ଼ା, ରାସଗୋବିନ୍ଦପୁର, ଶୁଲିଅପଦା ବ୍ଲକ ସମେତ ବାରିପଦା ସହର ରେ ଗତକାଲି ଠାରୁ ଲଗାତର ବର୍ଷା ପବନ ଜାରିରହିଛି। ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋୖଣସି ନଦୀରେ ବନ୍ୟା ପରିସ୍ଥିତି ନ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିଛି।Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.