ETV Bharat / state

କୋଭିଡ ଯୋଦ୍ଧା ସମ୍ମାନିତ - ପଦ୍ମମାଳି ମହିଳା ସଂଗଠନ ଦ୍ବାରା ଆୟୋଜିତ ଚତୁର୍ଥ ସ୍ୱନକ୍ଷତ୍ର ଦିବସ

ମହାମରୀ କୋରନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଇଥିବା ସାମ୍ବାଦିକ, ଡାକ୍ତର, ନର୍ସ, ସାମାଜିକ କର୍ମୀ, ପୋଲିସ ଅଧିକାରୀ ସମ୍ମାନିତ । ଅଧିକ ପଢନ୍ତୁ....

ପଦ୍ମମାଳି ମହିଳା ସଂଗଠନ ଦ୍ବାରା କୋଭିଡ଼ ଯୋଦ୍ଧା ସମ୍ବର୍ଦ୍ଧିତ

author img

By

Published : Dec 23, 2020, 9:14 PM IST

ବାରିପଦା: ମହାମରୀ କୋରନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଇଥିବା ସାମ୍ବାଦିକ, ଡାକ୍ତର, ନର୍ସ, ସାମାଜିକ କର୍ମୀ, ପୋଲିସ ଅଧିକାରୀ ସମ୍ମାନିତ । ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ପଦ୍ମମାଳି ପକ୍ଷରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପଦ୍ମମାଳି ମହିଳା ସଂଗଠନ ଦ୍ବାରା କୋଭିଡ଼ ଯୋଦ୍ଧା ସମ୍ବର୍ଦ୍ଧିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଣୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ସାହି ବିଧାୟକ ସନାତନ ବିଜୁଳି, ଏସଭିଏସ ସ୍କୁଲର ପ୍ରିନ୍ସିପାଲ ବୀଣା ଦାଶ, ପଦ୍ମମାଳି ସଂଗଠନର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି ଓ ଅନ୍ୟମାନେ ଯୋଗଦେଇଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.