ETV Bharat / state

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ, ସିଲ୍ ହେଲା 12 ଦୋକାନ - କୋଭିଡ ନିୟମ ଉଲ୍ଲଘଂନ କରି 12ଦୋକାନ ସିଲ୍

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ କିଛି ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ କୋଭିଡ ନିୟମକୁ ମାନୁନଥିବାରୁ କରଞ୍ଜିଆ ପ୍ରଶାସନ ତରଫରୁ କରଞ୍ଜିଆ ସହରର 12ଟି ଦୋକାନକୁ ସିଲ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ, ସିଲ୍ ହେଲା 12 ଟି ଦୋକାନ

author img

By

Published : May 13, 2021, 3:11 PM IST

ରାଇରଙ୍ଗପୁର: ଲକଡାଉନ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ 12ଟି ଦୋକାନକୁ ସିଲ କଲା ପ୍ରଶାସନ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ କିଛି ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ କୋଭିଡ ନିୟମକୁ ମାନୁନଥିବାରୁ କରଞ୍ଜିଆ ପ୍ରଶାସନ ତରଫରୁ କରଞ୍ଜିଆ ସହରର 12 ଟି ଦୋକାନକୁ ସିଲ କରିଥିବା ଜଣାପଡିଛି ।

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ, ସିଲ୍ ହେଲା 12 ଟି ଦୋକାନ

ତେବେ ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଏବଂ ବ୍ୟବସାୟୀ ସଙ୍ଘ ତରଫରୁ ଏକ ଲିଖିତ ପ୍ରତିଶୃତି ଉପଜିଲ୍ଲାପାଳଙ୍କୁ ଦେଇଥିବା ସୂଚନା ମିଳିଛି । ସେପଟେ କରଞ୍ଜିଆ ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.