ETV Bharat / state

କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ - corona awareness

କୋରୋନାରୁ ରକ୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦେଲା ସଚେତନତାର ବାର୍ତ୍ତା । ଭିଡ ଜାଗାକୁ ନ ଯିବା ପାଇଁ ଜିଲ୍ଲାପାଳ ଦେଲେ ଗୁରୁ ମନ୍ତ୍ର। ଅଧିକ ପଢନ୍ତୁ....

corona awareness
କୋରୋନା ସଚେତନତା
author img

By

Published : Mar 23, 2020, 5:28 PM IST

ବାରିପଦା: କୋରୋନା ମୁକାବିଲା ନେଇ ଅଣ୍ଟା ଭିଡିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେସିଲେସନ ସେଣ୍ଟରର ସମ୍ମିଳନୀ କକ୍ଷରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସଚେତନତା ବାର୍ତ୍ତା ଦେଇଛନ୍ତି । ମହାମାରୀ ରୋଗକୁ ନେଇ ସଚେତନ ରହିବା ସହ ଅନ୍ୟକୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

କୋରୋନା ସଚେତନତା

କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ବାରମ୍ବାର ହାତ ଧୋଇବା ଓ ଯଥାସମ୍ଭବ ଭିଡରୁ ନିଜକୁ ଦୂରେଇ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.