ETV Bharat / state

ଭିଜିଲାନ୍ସ ଜାଲରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କାରରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ

author img

By

Published : Jun 12, 2020, 12:48 PM IST

Updated : Jun 12, 2020, 1:01 PM IST

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଭୟ କୁମାର ତ୍ରିପାଠୀ । ବାଲେଶ୍ଵର ଭିଜିଲାନ୍ସ ଟିମ ଚଢ଼ାଉ କରି ଅଭୟଙ୍କ କାରରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିବା ସହ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଅଧିକାରୀ

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଅଧିକାରୀ ଅଭୟ କୁମାର ତ୍ରିପାଠୀ । ବାଲେଶ୍ଵର ଭିଜିଲାନ୍ସ ଟିମ ଚଢ଼ାଉ କରି ଅଭୟଙ୍କ କାରରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିବା ସହ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

ସୂଚନାନୁଯାୟୀ, ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଭୟ କୁମାର ତ୍ରିପାଠୀ ବାରିପଦାରୁ ଭୁବନେଶ୍ବର ଯାଉଥିବା ସମୟରେ ବାଲେଶ୍ଵର ଭିଜିଲାନ୍ସ ଟିମ ବିଶେଷ ସୂତ୍ରରୁ ଖବର ପାଇ ୧୮ ନମ୍ବର ଜାତୀୟ ରାଜପଥ ବେତନଟୀଠାରେ ଚଢ଼ାଉ କରିଥିଲେ । ତାଙ୍କ କାର ରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି ।

ତେବେ କାରରେ ଏତେ ଟଙ୍କା କେଉଁଠୁ ଆସିଲା ତାର ତଦନ୍ତ କରୁଛି ଭିଜିଲାନ୍ସ ଟିମ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଅଧିକାରୀଙ୍କ ବାରିପଦା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 12, 2020, 1:01 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.