ETV Bharat / state

ଛଉ ନୃତ୍ୟ ପ୍ରତିଯୋଗିତା: ଭାଗନେଲେ ଦଶଟି ଗ୍ରାମାଞ୍ଚଳର ଛଉ ନୃତ୍ୟ ଦଳ - ଛଉ ନୃତ୍ୟ ପ୍ରତିଯୋଗିତା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ନିଚୂଆପଦ କଲ୍ୟାଣ ମଣ୍ଡପ ଠାରେ ସବ ଡିଭିଜନସ୍ତରୀୟ ଛଉ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୋରଡ଼ା ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଶ ଗୋଟି ଗ୍ରାମାଞ୍ଚଳର ଛଉ ନୃତ୍ୟ ଦଳ ଭାଗ ନେଇଥିଲେ । ଅଧିକ ପଢନ୍ତୁ

ଛଉ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ :ଭାଗନେଲେ ଦଶଟି ଗ୍ରାମାଞ୍ଚଳର ଛଉ ନୃତ୍ୟ ଦଳ

author img

By

Published : Apr 3, 2022, 10:04 PM IST

ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ନିଚୂଆପଦ କଲ୍ୟାଣ ମଣ୍ଡପ ଠାରେ ସବ ଡିଭିଜନସ୍ତରୀୟ ଛଉ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୋରଡ଼ା ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଶ ଗୋଟି ଗ୍ରାମାଞ୍ଚଳର ଛଉ ନୃତ୍ୟ ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଦୁଇ ଛଉ ନୃତ୍ୟ ଦଳ ବାରିପଦା ଚୈତ୍ରପର୍ବରେ ଭାଗ ନେଇ ପାରିବେ ବୋଲି ଜଣାପଡ଼ିଛି ।

ଛଉ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ :ଭାଗନେଲେ ଦଶଟି ଗ୍ରାମାଞ୍ଚଳର ଛଉ ନୃତ୍ୟ ଦଳ

ଏହି ଉତ୍ସବରେ ମୋରଡ଼ା ବିଡ଼ିଓ ସାଗର ପାଲ, ବ୍ଲକ ଭାଇସ ଚେୟାର ମେନ୍ ଜେମା ମଣୀ ମହାନ୍ତ, ଜିପିଓ ସୁଶାନ୍ତ କୁମାର ରାଉଳ, ଭାଲିଆଡିହା ସରପଞ୍ଚ, ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ରଡାର ଉତ୍ତର ଓ ଦକ୍ଷିଣ ସାହି ଛଉ ନୃତ୍ୟ ପ୍ରତିଷ୍ଠାନ, ନିଚୁଆପଦା, ବେଗୁନାଡ଼ିହା, କଛିମ ବିଲା, କାପେଇ ଓ ସାଲସାହି ଛଉ ନୃତ୍ୟ ଦଳ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.