ETV Bharat / state

ମୟୂରଭଞ୍ଜରେ ଚୈତ୍ର ପର୍ବ: ଛଉ ନୃତ୍ୟରେ ଝୁମିଲେ ଦର୍ଶକ

ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ପ୍ରସିଦ୍ଧ ଚୈତ୍ର ପର୍ବ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇନାହିଁ। ରାଜାରାଜୁଡ଼ା ଅମଳରୁ ଏହି ପର୍ବକୁ ବାରିପଦା ଠାରେ ଧୂମଧାମରେ ପାଳନ କରାଯାଇଥାଏ।

author img

By

Published : Apr 14, 2019, 7:39 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ପ୍ରସିଦ୍ଧ ଚୈତ୍ର ପର୍ବ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇନାହିଁ। ରାଜାରାଜୁଡ଼ା ଅମଳରୁ ଏହି ପର୍ବକୁ ବାରିପଦା ଠାରେ ଧୂମଧାମରେ ପାଳନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏହି ଚୈତ୍ର ପର୍ବକୁ ତିନି ଦିନ ବଦଳରେ ୨ଦିନ ପାଳନ କରାଯଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ଏହି ଚୈତ୍ର ପର୍ବ ବେସରକାରୀ ଭାବେ ପାଳିତ ହୋଇଛି। ଦୀର୍ଘ ଦିନର ପରମ୍ପରା ଏହି ଚୈତ୍ର ପର୍ବରେ ପାଳନ ହୁଏ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ। ଏହି ଚୈତ୍ର ପର୍ବରେ ବାରିପଦାର ଦୁଇ ସାହି ଉତ୍ତର ସାହି ଓ ଦକ୍ଷିଣ ସାହି ପକ୍ଷରୁ ନିଜ ଉଦ୍ୟମରେ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପାଳନ କରିଛନ୍ତି।

ପରମ୍ପରା ଅନୁଯାୟୀ ଏହି ଚୈତ୍ର ପର୍ବରେ ରାତିତମାମ ଛଉ ନୃତ୍ୟ ପରିବେଷଣ ହୁଏ। ଉଭୟ ସାହି ପକ୍ଷରୁ ଛଉ ନୃତ୍ୟ ପରିବେଷଣ କରାଯାଏ। ଖୋଲାଆକାଶ ତଳେ ହଜାର ହଜାର ଦର୍ଶକ ରାତିତମାମ ଏହାର ମଜା ନିଅନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.