ETV Bharat / state

ମୋରଡାରେ ବିଜେଡିର ମିଶ୍ରଣ ପର୍ବ

author img

By

Published : Feb 5, 2021, 10:43 PM IST

ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ଶତାଧିକ ବିଜେପି, କଂଗ୍ରେସ ଓ ଜେଏମଏମ କର୍ମୀ । ଅଧିକ ପଢନ୍ତୁ...

bjd misrana parba held in mayurbhanaja
ବିଜେଡି ମିଶ୍ରଣ ପର୍ବ ଅନୁଷ୍ଠିତ

ବାରିପଦା: ମୟୂରଭଞ୍ଜ ମୋରଡ଼ା ନିର୍ବାଚନ ମଣ୍ଡଳୀ ରାସଗୋବିନ୍ଦପୁର ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ କର୍ମୀ ବିଜେଡିରେ ମିଶିଛନ୍ତି। ବିଜେଡି ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ, ବିଜେପି ଓ ଜେ ଏମ ଏମର କର୍ମୀ ମାନେ ବିଜେଡିରେ ମିଶିଛନ୍ତି ।

ବିଜେଡି ମିଶ୍ରଣ ପର୍ବ ଅନୁଷ୍ଠିତ

ବିଜେଡିର ଏହି ମିଶ୍ରଣ ପର୍ବରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ତି, ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସମେତ ପ୍ରମୁଖ ନେତା ଉପସ୍ଥିତ ଥିଲେ । ତେବେ ଏହି ମିଶ୍ରଣ ପର୍ବ ପରେ ଦଳ ଆଗକୁ ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ବିଜେଡି ନେତାମାନେ ଦୃଢକ୍ତି ପ୍ରକାଶ କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.