ETV Bharat / state

ବିଚରାସ୍ତାରେ ଜଳିଲା ବାଇକ, ଚାଳକ ସୁରକ୍ଷିତ - ଜଳିଗଲା ବାଇକ

ବିଚ୍‌ ରାସ୍ତାରେ ବାଇକ୍‌ରେ ଲାଗିଲା ନିଆଁ । ପେଟ୍ରୋଲ ଲିକ୍‌ ଯୋଗୁଁ ବାଇକରେ ନିଆଁ ଲାଗିଥିବା ଜଣା ପଡିଛି ।

ବାଇକ
author img

By

Published : Nov 22, 2019, 6:47 PM IST

ବାରିପଦା: ବାଇକରେ ଯାଉଥିବା ସମୟରେ ବିଚ୍‌ ରାସ୍ତାରେ ବାଇକରେ ଲାଗିଲା ନିଆଁ । ସମ୍ପୂର୍ଣ୍ଣ ରୂପେ ଜଳିଗଲା ବାଇକ। ଏପରି ଅଘଟଣ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ମଧୁବନ ନିକଟରେ ଘଟିଛି। ତେବେ ବାଇକ ଚାଳକ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।

ହୁତୁହୁତୁ ହୋଇ ଜଳିଲା ବାଇକ

ଅସ୍ତିଆ ଛକ ଠାରୁ ବାଲେଶ୍ଵର ଗୋଲେଇକୁ ଆସୁଥିବା ସମୟରେ ଏକ ବାଇକରେ ହଠାତ୍‌ ନିଆଁ ଲାଗିଯାଇଥିଲା। ବାଇକ ଆରୋହୀ ରାଜା ବାଇକ ଚଳାଉ ଥିବାବେଳେ ପେଟ୍ରୋଲ ଲିକ ହେବାର ଜାଣିବାକୁ ପାଇଥିଲେ । ରାସ୍ତା ମଝିରେ ବାଇକରେ ନିଆଁ ଲାଗିଥିବା ଦେଖି ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଥିଲା । ପୋଡି ଯାଇଥିବା ବାଇକଟି ପୋଡା ଅସ୍ତିଆ ସ୍ଥିତ ନାରାୟଣ ବେହେରାଙ୍କ ବୋଲି ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ରାସ୍ତାରେ ବାଇକ ରେ ଯାଉଥିବା ସମୟରେ ବାଇକ ରେ ଲାଗିଗଲା ନିଆଁ। ନିମିଶକ ମଧ୍ୟରେ ହୁତୁ ହୁତୁ ହୋଇ ଜଳିଗଲା। ଏ ଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ମଧୁବନ ନିକଟରେ ଘଟିଛି। ଅସ୍ତିଆ ଛକ ଠାରୁ ବାଲେଶ୍ଵର ଗୋଲେଇକୁ ଆସୁଥିବା ସମୟରେ ଏକ ୟାମାହ ବାଇକ ଟି ରେ ହଟାତ ନିଆଁ ଲାଗିଯାଇଥିଲା। ରାଜା ନାମକ ଚାଳକ ବାଇକ ଟି ଚଳଉଥିବା ବେଳେ ପେଟ୍ରୋଲ ଲିକ ହେବାର ଜାଣିବାକୁ ପାଇଥିଲେ। ରାସ୍ତା ମଝିରେ ବାଇକଟିରେ ନିଆଁ ଲାଗିଥିବାର ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁ କୁ ଆୟତ୍ତ କରିଥିଲା। ବାଇକ ଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି, ତେବେ ବାଇକ ଚାଳକ ସୁରକ୍ଷିତ ଅଛନ୍ତି। ସୁଚନାଅନୁସାରେ ବାଇକ ଟି ପୋଡା ଅସ୍ତିଆ ସ୍ଥିତ ନାରାୟଣ ବେହେରାଙ୍କ ୟାମାହ R1-5 ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.