ETV Bharat / state

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଘଟଣା; ଅଟକ ବିଧାୟକଙ୍କୁ ଛାଡିବାକୁ ସାଂସଦଙ୍କ ଦାବି

author img

By

Published : Sep 4, 2020, 5:17 PM IST

ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ ମରା ଘଟଣାରେ ଅଟକ ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ସସମ୍ମାନେ ଛାଡିବାକୁ ବିଜେପିର ଦାବି । ଏନେଇ ଟାଉନ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାସ୍ତା ଅବରୋଧ କରାଯାଇଥିଲା ।

ITDAର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ମରା ଘଟଣା;  ଅଟକ ବିଧାୟକଙ୍କୁ ଛାଡିବାକୁ ବିଜେପି ସାଂସଦଙ୍କ ଦାବି

ବାରିପଦା: ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ ମରା ଘଟଣାରେ ଅଟକ ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ସସମ୍ମାନେ ଛାଡିବାକୁ ବିଜେପିର ଦାବି । ଏନେଇ ଟାଉନ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାସ୍ତା ଅବରୋଧ କରାଯାଇଥିଲା ।

ଗୁରୁବାର ବାରିପଦା ସର୍କିଟ ହାଉସ ରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରବୀଣ ପାତ୍ର ଓ ପ୍ରଶାନ୍ତ ବେହେରା ମାଡ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ଏନେଇ ପୋଲିସ ବିଧାୟକଙ୍କ ସହ ଦୁଇ ଜଣ ସମର୍ଥକଙ୍କୁ ଟାଉନ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ତେବେ ଏହାକୁ ଭିତ୍ତିହୀନ ବୋଲି କହିଛି ବିଜେପି । ମୟୂରଭଞ୍ଜ ବିଜେପି ସାଂସଦ ବିଶେଶ୍ବର ଟୁଡୁ ବିଧାୟକ ଓ ତାଙ୍କ ସହଯୋଗୀଙ୍କୁ ଛାଡିବା ପାଇଁ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.