ETV Bharat / state

ଗାଁ ମୁହାଁ ଗଜରାଜ - village

ମୟୁରଭଞ୍ଜ ଗୋପବନ୍ଧୁ ନଗର ବ୍ଲକ କୁଆମରା ଗାଁରେ ହାତୀ ଆତଙ୍କ । ହାତୀକୁ ଗାଁ'ରୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ।

ଫଟୋ ସୌଜନ୍ୟ; ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : May 30, 2019, 1:34 PM IST

ମୟୁରଭଞ୍ଜ: ପୁଣି ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ । ମୟୁରଭଞ୍ଜ ଗୋପବନ୍ଧୁ ନଗର ବ୍ଲକ କୁଆମରା ଗାଁରେ ହାତୀ ଆତଙ୍କ। ହାତୀଟି ଗାଁ ଭିତରେ ପଶି ସମସ୍ତଙ୍କୁ କରିଛି ନୟାନ୍ତ । କେତେବେଳେ ପୋଖରୀ ଭିତରେ ପ୍ରବେଶ କରୁଛି ତ ପୁଣି କେତେବେଳେ ଧାନ ବିଲ ନଷ୍ଟ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ହାତୀକୁ ଗାଁ ଭିତରୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ଏହା ଶିମିଳିପାଳ ଅଭୟାରଣ୍ୟରୁ ଆସି ଗାଁ ଭିତରେ ପଶିଥିବା ଅନୁମାନ କରିଛି ବନ ବିଭାଗ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.