ETV Bharat / state

ଅକ୍ଷୟ ତୃତୀୟା: ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଚକରେ ଲାଗିଲା ଅଖ - ବାରିପଦା ଶ୍ରୀ ହରିବଳଦେବ ଜୀଉ

କୋଭିଡ କଟକଣାରେ ବାରିପଦା ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀ ହରିବଳଦେବ ଜୀଉଙ୍କ ଅକ୍ଷୟ ତୃତୀୟା ନୀତିକାନ୍ତି ସମ୍ପନ୍ନ ହୋଇଛି। ଅକ୍ଷୟ ତୃତୀୟାରେ ଚକରେ ଲାଗିଛି ଅଖ। ଅଧିକ ପଢନ୍ତୁ......

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟାରେ ଚକରେ ଲାଗିଲା ଅଖ

author img

By

Published : May 16, 2021, 11:05 AM IST

ବାରିପଦା: ମହାମାରୀ କୋରୋନାର ଭୟାବହତା ଭିତରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ହରିବଳଦେବ ଜୀଉଙ୍କ ଅକ୍ଷୟ ତୃତୀୟା ନୀତିକାନ୍ତି ସମ୍ପନ୍ନ ହୋଇଛି । ରାଜ୍ୟରେ ଲକଡାଉନ ବଳବତ୍ତର ଥିବା ବେଳେ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ପାଇଁ ରଥ ଚକରେ ଅଖ ଲାଗିଛି । କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ଅଳ୍ପ ସଂଖ୍ୟକ ସେବାୟତରେ ଚକରେ ଅଖ ଲାଗିଛି ।

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟାରେ ଚକରେ ଲାଗିଲା ଅଖ

ରଥ ଓ ଚକ ଶୋଧନ ନୀତି ପରେ ମହାରଣାମାନେ ରଥଖଳାରେ ତିନି ରଥରେ ଚକ ଲାଗି କରିଥିଲେ । ରଥଖଳାରେ ଅଖଲାଗି ସମୟରେ ବାରିପଦା ଉପଜିଲ୍ଲାପାଳ ପି ଅନେଶ୍ଵା ରେଡ୍ଡୀ ଉପସ୍ଥିତ ଥିଲେ । ତେବେ ରଥଯାତ୍ରା ହେବକି ନା ନାହିଁ ରାଜ୍ୟ ସରକାରଙ୍କ ଆଗାମୀ ନିଷ୍ପତ୍ତି ପରେ ଜଣାପଡିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.