ETV Bharat / state

ଏନଆରସି ନୁହେଁ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ଦାବି କଲା ଯୁବ କଂଗ୍ରେସ

author img

By

Published : Jan 28, 2020, 4:44 PM IST

ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏନଆରସିକୁ ବିରୋଧ ସହ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦାବିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରାକେଶ ସିଂ ବାରିପଦା ଅବସରପ୍ରାପ୍ତ କର୍ମଚାରୀ ଭବନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।

youth congress press meet
ଏନଆରସିକୁ ଯୁବ କଂଗ୍ରେସର ବିରୋଧ

ବାରିପଦା: ଜାତୀୟ ନାଗରିକ ପଞ୍ଜିକରଣ(ଏନଆରସି)କୁ ବିରୋଧ କରି ମୟୁରଭଞ୍ଜ ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଏନଆରସି ପରିବର୍ତ୍ତେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତ ଦେବା ଦରକାର ବୋଲି କହିଛି ଯୁବ କଂଗ୍ରେସ।

ଏନଆରସିକୁ ଯୁବ କଂଗ୍ରେସର ବିରୋଧ

ଏନେଇ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏନଆରସିକୁ ବିରୋଧ ସହ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦାବିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ ବାରିପଦା ଅବସରପ୍ରାପ୍ତ କର୍ମଚାରୀ ଭବନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।

ଦେଶରେ ଏନଆରସିକୁ ନେଇ ବାବ ବିବାଦ ଲାଗି ଥିବାବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ବାରା ନ୍ୟାସନାଲ ରେଜିଷ୍ଟାର ଅଫ ଅନଏମ୍ପ୍ଲୟମେଣ୍ଟ (ଏନଆରୟୁ) ନାମକ ଏକ ରାଷ୍ଟ୍ରବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି।

କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସଂମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡିଶାରେ ତଥା ସମଗ୍ର ଦେଶରେ ଜାତୀୟ ବେରୋଜଗାରଙ୍କୁ ଉପଯୁକ୍ତ ଥଇଥାନର ଆବଶ୍ୟକତା ନିତ୍ୟାନ୍ତ ଦରକାର ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି।

ଅନ୍ୟପକ୍ଷରେ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଖଣିରେ ମୟୁରଭଞ୍ଜ ଜିଲ୍ଲାର ୮୦ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ଦିଆ ନଗଲେ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ରାକେଶ ସିଂ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଏନ ଆର ସି କୁ ବିରୋଧ କରି ମୟୁରଭଞ୍ଜ ଯୁବକଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଏନ ଆର ସି ନୁହେଁ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତ ଦରକାର ବୋଲି କହିଛି ଯୁବକଂଗ୍ରେସ। Body:ଦେଶରେ ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ୍‌ସି (ଏନ.ଆର.ସି.) କୁ ନେଇ ବାବବିବାଦ ଲାଗିଥିବା ବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ବାରା ନ୍ୟାସନାଲ ରେଜିଷ୍ଟାର ଅଫ ଆନ ଏମ୍ପ୍ଲୟମେଣ୍ଟ ( ଏନ.ଆର.ୟୁ) ନାମକ ଏକ ରାଷ୍ଟ୍ର ବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି । ଆଜି ମୟୂରଭଞ୍ଜ ଜିଲ୍ଲା ରେ ମଧ୍ୟ ଏନ ଆର ସି କୁ ବିରୋଧ ସହ ବେକାର ଯୁବକ ଯୁବତୀ ଙ୍କୁ ରୋଜଗାର ଦାବିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରାକେଶ ସିଂ ବାରିପଦା ଅବସରପ୍ରାପ୍ତ କର୍ମଚାରୀ ଭବନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।ଯୁବ କଂଗ୍ରେସ ର ଅଭିଯୋଗ କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସଂମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡିଶାରେ ତଥା ସମଗ୍ର ଦେଶରେ ଜାତୀୟ ବେରୋଜଗାର ଅଭିଲେଖାର ଆବଶ୍ୟକତା ନିତ୍ୟାନ୍ତ ଦରକାର ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲ୍ଲାରେ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଖଣି ରେ ମୟୁରଭଞ୍ଜ ଜିଲ୍ଲାର ୮୦ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ଦିଆ ନଗଲେ ଯୁବକଂଗ୍ରେସ ପକ୍ଷରୁ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ରାକେଶ ସିଂ।
ବାଇଟ-୧-ରାକେଶ ସିଂ-ସଭାପତି ଯୁବ କଂଗ୍ରେସConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.