ETV Bharat / state

ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା - minor girl murder for dowery

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ଜଣେ  ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  । ଅଧିକ ପଢନ୍ତୁ...

a minor girl murder for  dowery in mayurbhanja
ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା
author img

By

Published : Feb 10, 2020, 3:06 PM IST

ବାରିପଦା: ଯୌତୁକ ପାଇଁ ନବବଧୂକୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ଜଣେ ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା

ସୂଚନା ଅନୁଯାୟୀ, ଗତ ଏକ ମାସ ତଳେ ଭଦ୍ରକ ଜିଲ୍ଲା ରାଣୀତାଲ ଅଞ୍ଚଳର ୧୫ ବର୍ଷୀୟ ନାବାଳିକା ମାନ ଖିଲାରଙ୍କୁ ମୟୂରଭଞ୍ଜ କପ୍ତିପଦା ଥାନା ଉପରଖୁଣ୍ଟା ଗ୍ରାମର ରବି ଖିଲାର ପ୍ରେମ ବିବାହ କରିଥିଲେ । ବିବାହର ଏକ ମାସ ପରେ ଗତ ରବିବାର ମାନ ଖିଲାରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପଘର ଲୋକେ ଖବର ପାଇ ଉପରଖୁଣ୍ଟା ଗ୍ରାମରେ ପହଞ୍ଚିଥିଲେ ।

ଏହା ସହିତ ମୃତଙ୍କ ଶରୀରର ମୁଣ୍ଡ ଏବଂ ଛାତିରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ପାଇଥିଲେ । ଏପଟେ ବିବାହର ଏକ ମାସ ମଧ୍ୟରେ ମାନ ଖିଲାରଙ୍କ ଶଶୁର ଘର ଲୋକେ ତାଙ୍କୁ ଘରୁ ଏକ ଲକ୍ଷ ଟଙ୍କା ମାଗିଥିବା ତାଙ୍କ ଭାଇ କହିଛନ୍ତି । ସେହି ଟଙ୍କା ନ ଦେଇପାରିବାରୁ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ଭାଇ କପ୍ତିପଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଆଧାର କରି ପୋଲିସ ରବି ଖିଲାରକୁ ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ଯୌତୁକ ପାଇଁ ନବବଧୁ ଙ୍କୁ ହତ୍ୟା ଅଭିଯୋଗ। Body:ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ଵିଵାହ ର ମାତ୍ର ଏକ ମାସ ପରେ ନବବଧୂର ମୃତ୍ୟୁ । ତେଣେ ନବବଧୂ ଜଣକ ନାବାଳିକା ଏବଂ ନାବାଳିକା ନବବଧୁ ର ବାପଘର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକା ନବବଧୁ ର ପରିବାର ଲୋକେ। ନାବାଳିକାକୁ ଏକ ମାସ ପୂର୍ବରୁ କରିଥିଲେ ପ୍ରେମ ବିବାହ ହେଲେ ବିବାହର ଏକ ମାସ ପରେ ଶ୍ବଶୁର ଘରେ ନାବାଳିକା ନବବଧୂର ମୃତ୍ୟୁ ହୋଇଛି। ଏକ ମାସ ପୂର୍ବରୁ ମୟୁରଭଞ୍ଜ କପ୍ତିପଦା ଥାନା ଉପରଖୁଣ୍ଟା ଗ୍ରାମର ରବି ଖିଲାର ଭଦ୍ରକ ଜିଲ୍ଲା ରାଣୀତାଲ ଅଞ୍ଚଳର ୧୫ ବର୍ଷର ନାବାଳିକା ମାନ ଖିଲାର କୁ ଏକ ମାସ ପୂର୍ବରୁ ପ୍ରେମ ବିବାହ କରିଥିଲେ ହେଲେ ଏକ ମାସ ପରେ ଗତକାଲି ନାବାଳିକାର ମୃତ୍ୟୁ ହୋଇଥିବା ତାଙ୍କ ବାପଘର ଲୋକେ ଖବରପାଇ ଉପରଖୁଣ୍ଟା ଗ୍ରାମରେ ପହଂଚି ନାବାଳିକର ମୃତଦେହ ଦେଖୁବାକୁ ପାଇଥିଲେ । ଏହା ସହିତ ନାବାଳିକାର ଶରୀରର ମୁଣ୍ଡ ଏବଂ ଛାତିରେ କ୍ଷତ ଚିହ୍ନ ରହିଥିବା ଦେଖୁବାକୁ ପାଇଲେ । ବିବାହର ଏକ ମାସ ମଧ୍ୟରେ ନାବାଳିକାର ପରିବାର ଲୋକଙ୍କୁ ରବି ଖୁଲାର ଏକ ଲକ୍ଷ ଟଙ୍କା ମାଗିଥିବା ନାବାଳିକାର ଭାଇ କହିଛନ୍ତି । ସେହି ଟଙ୍କା ନ ଦେଇପାରିବାରୁ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକ ଙ୍କ ଭାଇ କପ୍ତିପଦା ଥାନାରେ ଲିଖୁତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ୍‌ ରବି ଖୁଲାରକୁ ଥାନାରେ ଅଟକ ରଖୁଛି । ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ବାଇଟ୍ ୧ – ସୁକୁମାର ଖିଲାର (ମୃତକଙ୍କ ସଂପର୍କୀୟ) ସୁରେନ୍ଦ୍ର ଖିଲାର (ମୃତ ନାବାଳିକାର ଭାଇ)
ବାଇଟ୍ ୨ – ସୁକୁମାର ଖିଲାର (ମୃତକଙ୍କ ସଂପର୍କୀୟ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.