ETV Bharat / state

'ମୟୂରଭଞ୍ଜର ଉନ୍ନତି ଏବଂ ବିକାଶ ମୋର ସ୍ବପ୍ନ' - election

ମୟୂରଭଞ୍ଜର ଉନ୍ନତି ଏବଂ ବିକାଶ ମୋର ସ୍ବପ୍ନ।  ଜିଲ୍ଲାର ଉନ୍ନତି ଦିଗରେ କାର୍ଯ୍ୟ କରିବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି ଡ. ଦେବାଶିଷ।

ଫଟୋ ସୌଜନ୍ୟ: ପ୍ରତିନିଧି, ଇରଙ୍ଗପୁର
author img

By

Published : Apr 19, 2019, 10:50 PM IST

ରାଇରଙ୍ଗପୁର: ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ଆଉ 2 ଟି ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ହେବ ଚତୁର୍ଥ ପର୍ଯ୍ୟାୟରେ ମତଦାନ । ତେବେ ଏନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର ମୟୂରଭଞ୍ଜର ସାଂସଦ ପ୍ରାର୍ଥୀ ଡ. ଦେବାଶିଷ ମାରାଣ୍ଡି । ଜିଲ୍ଲାର ତିରିଂ ଗ୍ରାମରୁ ସେ ଆରମ୍ଭ କରିଛନ୍ତି ଦଳୀୟ ପ୍ରଚାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଇରଙ୍ଗପୁର

ତେବେ ନିର୍ବାଚନ ଜିତିଲେ କେଉଁ ନେତା କଣ କରିବେ ସେନେଇ ଲୋକଙ୍କୁ ଦେଉଛନ୍ତି ଅନେକ ପ୍ରତିଶ୍ରୁତି । ‘ଇଟିଭି ଭାରତ'ର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କଣ କରିବେ ସେ ନେଇ ମତ ପ୍ରକାଶ କରିଛନ୍ତି ଡ. ଦେବାଶିଷ ମାରାଣ୍ଡି।

ମୟୂରଭଞ୍ଜର ଉନ୍ନତି ଏବଂ ବିକାଶ ମୋର ସ୍ବପ୍ନ । ତେଣୁ ଜିଲ୍ଲାର ଉନ୍ନତି ଦିଗରେ କାର୍ଯ୍ୟ କରିବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି ଡ. ଦେବାଶିଷ । ଏହା ସହିତ ଜିଲ୍ଲାର ଯୁବକଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହା ବ୍ୟତିତ ସେ ରେଳବାଇ କ୍ଷେତ୍ରରେ ଉନ୍ନତିକରଣ, ସାଂସଦ ପାଣ୍ଠିର ସଦଉପଯୋଗ ଓ ଆଦିବାସୀଙ୍କ ବିକାଶ କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ବିକାଶର ସ୍ଲୋଗାନ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଡ. ଦେବାଶିଷ ମାରାଣ୍ଡି ନିର୍ବାଚନୀ ବୈତରଣୀରେ ପାର ହେବେ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ ପ୍ରଚାର ମଇଦାନରେ ପ୍ରାର୍ଥୀ। ବିଜେଡି ଦଳର ମୟୁରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ଡ଼ ଦେବାଶିଷ ମାରାଣ୍ଡି । ମୟୁରଭଞ୍ଜ ଜିଲ୍ଲାର ତିରିଂ ଗ୍ରାମରୁ ଆରମ୍ଭ ହୋଇଛି ବିଜେଡି ର ଜରଦାର୍ ପ୍ରଚାର। ନିକଟତର ହେଲାଣି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ।ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ଏବେ ଚଳଚଞ୍ଚଳ। ତେବେ କେଉଁ ପ୍ରସଙ୍ଗ ନେଇ ମୟୁରଭଞ୍ଜ ରେ ଜନତାଙ୍କ ନିକଟତର ହେଉଛି ବିଜୁ ଜନତା ଦଳ। ସେ ନେଇ ମୟୁରଭଞ୍ଜ ର ସାଂସଦ ପ୍ରାର୍ଥୀ ଡ଼ ଦେବାଶିଷ ମାରାଣ୍ଡି ଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ରାଇରଙ୍ଗପୁର "ଇଟିଭି ଭାରତ" ପ୍ରତିନିଧି ସଞ୍ଜୟ କୁମାର ପରିଡା।
ତେବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ତିରିଂ ଅଞ୍ଚଳରୁ ପ୍ରଚାର ଆରମ୍ଭ କରି ରେଳବାଇ କ୍ଷେତ୍ରରେ ଉନ୍ନତିକରଣ , ସାଂସଦ ପାଣ୍ଠି ର ସଦଉପଯୋଗ ଓ ଆଦିବାସୀ ଙ୍କ ବିକାଶ କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ଚଳିତ ନିର୍ବାଚନରେ ଜନତା କାହାକୁ ସୁନା ମୁକୁଟ ପିନ୍ଧେଇବେ ତାହା ସମୟ କହିବ।

Body:x

Conclusion:x

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.