ETV Bharat / state

ବାରିପଦାରୁ ବଜ୍ରକାପ୍ତା ଉଦ୍ଧାର, 4 ଗିରଫ

ବାରିପଦାରେ ବଜ୍ରକାପ୍ତା ଚୋରାଚାଲାଣ କରାଯାଉଥିବା ବେଳେ ବନବିଭାଗର ଚଢାଉ। 4ଗିରଫ ।

author img

By

Published : Oct 30, 2019, 10:43 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ମୟୁରଭଞ୍ଜ ଜିଲ୍ଲାରୁ ବନବିଭାଗ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ 4 ଜଣଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁଯାୟୀ, କୁଳିଅଣା ନିକଟସ୍ଥ ଏକ ଢାବାରେ ଡିଲ ଚାଲିଥିବା ସମୟରେ ବାରିପଦା ବନବିଭାଗ ଦ୍ଵାରା ଚଢ଼ାଉ କରାଯାଇ ବଜ୍ରକାପ୍ତା ଜବତ କରାଯାଇଛି । ଏହି ଘଟଣାରେ 4 ଜଣ ଗିରଫ ହେବା ସହ ଏକ ବୋଲେରୋ ଓ ଏକ କାର ଜବତ ହୋଇଛି। ଏହି ଚୋରା ଚାଲାଣର ସଂପୃକ୍ତ ଅଭିଯୁକ୍ତ ମାନେ ହେଲେ ସାରସକଣା ଅଞ୍ଚଳର ପ୍ରେମଖାଲା ମୁର୍ମୁ , ଗୋରୁମହିଷାଣି ଅଞ୍ଚଳର କୃଷ୍ଣଚନ୍ଦ୍ର ହାଁସଦା ଓ ବାଦାମପାହାଡ଼ ଅଞ୍ଚଳର ଶରତ କୁମାର ମହାନ୍ତ ଓ ପ୍ରଦୀପ କୁମାର ମହାକୁଡ଼ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବରକୁ ଭିତ୍ତି କରି ବାରିପଦା ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବନବିଭାଗ ଜୀବନ୍ତ ଅବସ୍ଥାରେ ବଜ୍ରକାପ୍ତା ଉଦ୍ଧାର କରିବାରେ ସକ୍ଷମ ହୋଇପାରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲାର ପୁଣି ବଜ୍ରକାପ୍ତା ଚୋରା ଚାଲାଣ। ବାରିପଦା ବନଖଣ୍ଡ ବିଭାଗ ଦ୍ଵାରା କୁଳିଅଣା ନିକଟସ୍ଥ ଏକ ଢାବାରେ ଡିଲ ଚାଲିଥିବା ସମୟରେ ଚଢ଼ାଉ କରାଯାଇ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ।ଏହି ଘଟଣାରେ 04 ଜଣ ଗିରଫ ହେବା ସହ ଏକ ବୋଲେର ଓ ଏକ କାର ଜବତ।ଗିରଫ ଅଭିଯୁକ୍ତ ମାନେ ହେଲେ ସାରସକଣା ଅଞ୍ଚଳର ପ୍ରେମଖାଲା ମୁର୍ମୁ , ଗୋରୁମହିସଣି ଅଞ୍ଚଳର କୃଷ୍ଣଚନ୍ଦ୍ର ହାଁସଦା ଓ ବାଦାମପାହାଡ଼ ଅଞ୍ଚଳର ଶରତ କୁମାର ମହାନ୍ତ ଓ ପ୍ରଦୀପ କୁମାର ମହାକୁଡ଼ ।ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବରକୁ ଭିତ୍ତି କରି ବାରିପଦା ବନଖଣ୍ଡ ପକ୍ଷରୁ ବନବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇ ଜୀବନ୍ତ ଅବସ୍ଥାରେ ଏହି ବଜ୍ରକାପ୍ତା ଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.