ETV Bharat / state

ପୁଣି ଲଜ୍ଜା, ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ !

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ।

author img

By

Published : Oct 5, 2019, 11:30 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ବହଳଦା ଅଞ୍ଚଳରେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ ବୃଦ୍ଧ ଅଟକ ।

ମୟୁରଭଞ୍ଜ ଜିଲ୍ଲା ଶିଶୁକନ୍ୟାକୁ ଦୁଷ୍କର୍ମ

ସୂଚନା ଅନୁଯାୟୀ ଶିଶୁକନ୍ୟା ଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଡାକି ନେଇ ସେହି ଗାଁର ଜଣେ ବୃଦ୍ଧ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଂଚଳରେ ହୋଇଥିବା ଅଭିଯୋଗ ହୋଇଛି । ତିନି ବର୍ଷର ଶିଶୁକନ୍ୟାଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ ସେହି ଗ୍ରାମର ଜଣେ ବୃଦ୍ଧ। ତେବେ ଶିଶୁକନ୍ୟାଟି ଚିତ୍କାର ଶୁଣି ଗାଁ ଲୋକେ ତାଙ୍କୁ ଉଦ୍ଧାର କରିଥିବା ବେଳେ ଫେରାର ହୋଇଯାଇଥିଲେ ବୃଦ୍ଧ । ପରିବାର ଲୋକଙ୍କ ଅଭିଯୋଗ ପରେ ବହଳଦା ଥାନା ପୋଲିସ ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା। ବହଳଦା ଅଞ୍ଚଳରେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ରେ ବୃଦ୍ଧ ଅଟକ। ସୂଚନା ଅନୁଯାୟୀ ଶିଶୁକନ୍ୟା ଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଡାକି ନେଇ ସେହି ଗାଁର ବୃଦ୍ଧ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ ବାରମ୍ବାର ଶିଶୁ ମାନେ ଦୁଷ୍କର୍ମର ଶିକାର ହେଉଥିବା ବେଳେ ସରକାରଙ୍କ ସବୁ ଯୋଜନା ଫେଲ୍ ମାରିଛି। ତେବେ ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଂଚଳରେ ହୋଇଥିବା ଅଭିଯୋଗ ହୋଇଛି। ତିନି ବର୍ଷର ଶିଶୁକନ୍ୟା ଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ ସେହି ଗ୍ରାମର ଜଣେ ବୃଦ୍ଧ। ତେବେ ଶିଶୁକନ୍ୟା ଟିର ଚିତ୍କାର ଶୁଣି ଗାଁ ଲୋକେ ଘରକୁ ପଶିଥିଲେ। ସେମାନଙ୍କୁ ଦେଖିବା ପରେ ପୀଡିତାଙ୍କୁ ଛାଡି ଫେରାର ହୋଇଯାଇଥିଲେ ବୃଦ୍ଧ । ପରିବାର ଲୋକଙ୍କ ଅଭିଯୋଗ ପରେ ବହଳଦା ଥାନା ପୋଲିସ ଦୁଷ୍କର୍ମ କାରୀ ବୃଦ୍ଧଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.