ETV Bharat / state

ଦିନକରେ ମୟୂରଭଞ୍ଜରୁ ୧୯୯ ପଜିଟିଭ ଚିହ୍ନଟ

ମୟୂରଭଞ୍ଜରୁ ଦିନକରେ ୧୯୯ କୋରୋନା ଆକ୍ରାନ୍ତ ଚିହ୍ନଟ । ଏପର୍ଯ୍ୟନ୍ତ ଜିଲ୍ଲାରୁ ଗଲାଣି 93 ଜୀବନ । ଅଧିକ ପଢନ୍ତୁ...

author img

By

Published : May 11, 2021, 2:21 PM IST

ଦିନକରେ ମୟୂରଭଞ୍ଜରୁ ୧୯୯ ପଜିଟିଭ ଚିହ୍ନଟ
ଦିନକରେ ମୟୂରଭଞ୍ଜରୁ ୧୯୯ ପଜିଟିଭ ଚିହ୍ନଟ

ବାରିପଦା: ମୟୂରଭଞ୍ଜରୁ ଦିନକରେ ୧୯୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ସଂଖ୍ୟା ୧୯୩୫୭ ରେ ପହଞ୍ଚିଛି ।

ଦିନକରେ ମୟୂରଭଞ୍ଜରୁ ୧୯୯ ପଜିଟିଭ ଚିହ୍ନଟ
ସେମାନଙ୍କ ମଧ୍ୟରୁ ୧୭୩୯୧ ଜଣ ସୁସ୍ଥ ହୋଇ ଥିବାବେଳେ ୧୮୭୨ ସକ୍ରିୟ ମାମଲା ରହିଛି । ଚଳିତ ମାସରେ ଏ ପର୍ଯ୍ୟନ୍ତ କୋରୋନା ପଜିଟିଭଙ୍କ ସଂଖ୍ୟା ୨୦୦୦ ପାର କରିଛି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସପ୍ତମ ସ୍ଥାନରେ ରହି ଥିବାବେଳେ ସରକାରୀ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୯୩ ରେ ସ୍ଥିର ରହିଛି । ତେବେ ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି । ମଙ୍ଗଳବାର ଚିହ୍ନଟ ୧୯୯ ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.