ETV Bharat / state

ଜୁଆ ଆଡ୍ଡା ଉପରେ ଚଢାଉ, ୧୬ ଜୁଆଡି ଗିରଫ - ରାଇରଙ୍ଗପୁର ଜୁଆ ଖେଳ

ରାଇରଙ୍ଗପୁରରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । 16 ଜଣ ଜୁଆଡି ଗିରଫ ହୋଇଥିବା ବେଳେ ପୋଲିସର ପଚରାଉଚରା ଜାରି ରହିଛି ।

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ
author img

By

Published : Oct 13, 2019, 11:52 PM IST

ରାଇରଙ୍ଗପୁର: ସହରର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲିଥିବା ନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସର ବ୍ୟାପକ ଚଢାଉ । ମୋଟ 4ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ୧୬ ଜଣ ଜୁଆଡିଙ୍କୁ ଗିରଫ କରି ଟାଉନ ଥାନାକୁ ଆଣି ଥାନା ଅଧୀକାରୀ ପଚରାଉଚରା ଜାରି ରଖିଛନ୍ତି ।

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ

ସେମାନଙ୍କ ପାଖରୁ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ସହିତ ୧୪ଟି ମୋବାଇଲ ଓ ନଗଦ ୧୧ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । ଗିରଫ ହୋଇଥିବା ଯୁବକମାନେ ହେଲେ ଭାଲୁବସା ଗ୍ରାମର ସେକ ମାଫିଜୁଦ୍ଦିନ, ସେକ ଆଜାହାର ଉଦ୍ଦିନ, ସେକ ସାହାରୁଖ । ସମରଦଫା ଗ୍ରାମର ସେକ ମହମ୍ମଦ, ଚମ୍ପାଉଦା ଗ୍ରାମର ଜଗନ୍ନାଥ ବିନ୍ଧାଣି ଓ ରାମଦାସ ମାହାଲି, ଗୁହାଳଡାଙ୍ଗିରି ଗ୍ରାମର ଉଦୟ ବିନ୍ଧାଣି, କାଦୁଆଣି ଗ୍ରାମର ଲକ୍ଷ୍ମଣ ହେମ୍ବ୍ରମ, ଠାକୁରାଣିବେଡା ଗ୍ରାମର ରୋହିତ କୁମାର ପ୍ରଧାନ, ନୁରୁବାଦଡା ଗ୍ରାମର ପରମେଶ୍ବର ଟୁଡୁ ଓ ବାବୁଲୁ ମହାନ୍ତ , ନେଉତି ଗ୍ରାମର ସୁନୀଲ ମହାନ୍ତ, ନାଗଭଣ ଗ୍ରାମର ସେକ ହାସିମ, କାଲିମାଟି ଗ୍ରାମର ଯଦୁନାଥ ହାଁସଦା, ଏବଂ ଛନପାଳ ଗ୍ରାମର ଅନୀଲ ସି ବୋଲି ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲିଥିବା ନେଇ ଟାଉନ ଥାନା ପୋଲିସ ର ବ୍ୟାପକ ଚଢାଉ। ସହରରେ ବ୍ୟାପକ ଜୁଆ ଖେଳ ହେଉଥିବାର କୌଣସି ସୁତ୍ରରୁ ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ସଦଳବଳେ ରାଇରଙ୍ଗପୁର ସହରର ଚାରିଟି ସ୍ଥାନରେ ଚଢାଉ କରିଥିଲେ। ଚାରି ଜାଗା ଚଢ଼ାଉ କରି ୧୬ ଜଣ ଜୁଆଡି ମାନଙ୍କୁ ଟାଉନ ପୋଲିସ ଧରିବାରେ ସକ୍ଷମ ହୋଇଛନ୍ତି। ୧୬ ଜଣ ଜୁଆଡି ମାନଙ୍କୁ ଗିରଫ କରି ଟାଉନ ଥାନା କୁ ଆଣି ଥାନା ଅଧୀକାରୀ ପଚରାଉଚରା ଜାରି ରଖିଛନ୍ତି। ତେବେ ସେମାନଙ୍କ ପାଖରୁ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ସହିତ ୧୪ ଖଣ୍ଡ ମୋବାଇଲ ଫୋନ ଓ ନଗଦ ୧୧୦୦୦ ଟଙ୍କା ଜବତ କରିଛି ରାଇରଙ୍ଗପୁର ଟାଉନ ପୋଲିସ। ଗିରଫ ହୋଇଥିବା ଯୁବକ ମାନେ ହେଲେ ଭାଲୁବସା ଗ୍ରାମର ସେକ ମାଫିଜୁଦ୍ଦିନ, ସେକ ଆଜାହାର ଉଦ୍ଦିନ, ସେକ ସାହାରୁଖ।ସମରଦଫା ଗ୍ରାମର ସେକ ମହମ୍ମଦ, ଚମ୍ପାଉଦା ଗ୍ରାମର ଜଗନ୍ନାଥ ବିନ୍ଧାଣି ଓ ରାମଦାସ ମାହାଲି, ଗୁହାଳଡାଙ୍ଗିରି ଗ୍ରାମର ଉଦୟ ବିନ୍ଧାଣି, କାଦୁଆଣି ଗ୍ରାମର ଲକ୍ଷ୍ମଣ ହେମ୍ବ୍ରମ, ଠାକୁରାଣିବେଡା ଗ୍ରାମର ରୋହିତ କୁମାର ପ୍ରଧାନ, ନୁରୁବାଦଡା ଗ୍ରାମର ପରମେଶ୍ବର ଟୁଡୁ ଓ ବାବୁଲୁ ମହାନ୍ତ , ନେଉତି ଗ୍ରାମର ସୁନୀଲ ମହାନ୍ତ, ନାଗଭଣ ଗ୍ରାମର ସେକ ହାସିମ, କାଲିମାଟି ଗ୍ରାମର ଯଦୁନାଥ ହାଁସଦା, ଏବଂ ଛନପାଳ ଗ୍ରାମର ଅନୀଲ ସି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.