ETV Bharat / state

ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ, ତା ପରେ... - ସାପ

ମାଲକାନଗିରିରେ ଯୁବକଙ୍କୁ ସାପ କାମୁଡିବା ପରେ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 15, 2019, 11:07 PM IST

ମାଲକାନଗିରି: ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ସାପ କାମୁଡିବା ପରେ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ । ଯୁବକ ଜଣଙ୍କ ହେଲେ ଏମଭି-69 ଗାଁର ପ୍ରାଥ ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାମୁତାବକ, ସାପଟି ଯୁବକଙ୍କ ଶରୀରର ଦୁଇଟି ସ୍ଥାନରେ ଚୋଟ ମାରିଥିଲା । ଏହା ପରେ ପ୍ରାଥ ସାପ ଟିକୁ ଧରି ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲେ ଉକ୍ତ ଯୁବକ । ସାପ ସହ ରୋଗୀଙ୍କୁ ଦେଖି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସହ ଅନ୍ୟ ରୋଗୀ ମାନେ ମଧ୍ୟ ଚକିତ ହୋଇ ପଡ଼ିଥିଲେ । ଏହାପରେ ଯୁବକ ଜଣଙ୍କ ସାପଟିକୁ ବାହାରେ ଛାଡିବା ପରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ ।

ଏହି ଭିଡ଼ିଓ ଏବେ ଭାଇରାଲ ହେବାରୁ ମାଲକାନଗିରିରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଗଦା ହୋଇ ରହିଛି କୁଢ କୁଢ ଆବର୍ଜନା । ଏହା କୌଣସି ଡମ୍ପିଂୟାର୍ଡର ଦୃଶ୍ୟ ନୁହେଁ । ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରମୁଖ ରାସ୍ତା କଡରେ ଥିବା ଆବର୍ଜନା କୁଣ୍ଡର ଦୃଶ୍ୟ ।ଅଭିଯୋଗ ଥିଲା ଉକ୍ତ ସ୍ଥାନରୁ ଦୀର୍ଘ ଦିନ ଧରି ଅଳିଆ ସଫା ହେଉନାହିଁ ।ଏହାର ତଦନ୍ତ କରିବାକୁ ବୁଧବାର ପୌର କର୍ମଚାରୀ ,ନିର୍ବାହୀଅଧିକାରୀ ମେଡିକାଲ ମ୍ୟାନେଜର ଙ୍କ ଉପସ୍ଥିତି ରେ ଡାକ୍ତରଖାନାରେ ପହଞ୍ଚି ଥିଲେ ।ଉକ୍ତ ଆବର୍ଜନା କୁଣ୍ଡରେ ଛୁଞ୍ଚି, ସିରିଞ୍ଜ, କାଚବୋତଲ ଆଦି ପକାଇବାର ନିୟମ ନଥିଲେ ମଧ୍ୟ ମେଡିକାଲ କର୍ମଚାରୀ ଙ୍କ ଅବହେଳାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।

Body:ସରକାର ମେଡିକାଲର ସ୍ବଚ୍ଛତା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବୌଦ୍ଧ ମେଡିକାଲରେ ବର୍ଷ ବର୍ଷ ଧରି ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା କାହିଁକି ସୁଧୁରି ପାରୁ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚିକିତ୍ସାଳୟର ଆଭ୍ୟନ୍ତରୀଣ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସବୁ ବ୍ୟବସ୍ଥା ରହିଥିଲେ ମଧ୍ୟ ସାଧାରଣ ବର୍ଜ୍ୟବସ୍ତୁ କୁଣ୍ଡରେ ଡାକ୍ତରଖାନାର ଅପରିଷ୍କାର ଦ୍ରବ୍ୟ ସବୁ ପକାଯିବା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ଜଣାପଡିଛି ।ଅତିଶୀଘ୍ର ମେଡିକାଲ କତ୍ତୃପଖ୍ୟଙ୍କ ସହଯୋଗରେ ଏହି ସମସ୍ୟାର ସମାଧାନ ହୋଇ ଆବର୍ଜନା ସଫା ହେବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

Conclusion:ବାଇଟ-୧-ଗୋଲାପୀ ନାଏକ, ରୋଗୀଙ୍କ ସମ୍ପର୍କୀୟ
ବାଇଟ-୨-ମନୋରଞ୍ଜନ ପଣ୍ଡା, ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.